Public App Logo
Jansamasya
News
पुलिस
Bjp
National
Bihar
बीजेपी
विधायक
Congress
Modi
Delhi
Viral
Crime
शिक्षा
Jharkhand
Up
Breakingnews
महिला
Narendramodi
Madhya_pradesh
Mp
Pmmodi
Rahulgandhi
स्कूल
Haryana
शादी
Crimenews
Agra
Bhind
Breaking

ତମାଣ୍ଡୋ: ତମାଣ୍ଡୋ ଥାନା ଆଦିତ୍ୟହୁଣ୍ଡାଇ ଶୋରୁମ ବିପରୀତ ପାର୍ଶ୍ୱରେ ଫାଷ୍ଟଫୁଡ୍ ଷ୍ଟଲ୍ ଭାଙ୍ଗିବାକୁ ଉଦ୍ୟମ,ଅଭିଯୁକ୍ତକୁ ପୋଲିସ ଜିମାଦେଲେ ଅଭିଯୋଗକାରି

Tamando, Khordha | Sep 29, 2025
ତମାଣ୍ଡୋ ଥାନା ଅନ୍ତର୍ଗତ ଏନ୍ଏଚ୍-୧୬ ସର୍ଭିସ୍ ରୋଡ୍, ଆଦିତ୍ୟ ହୁଣ୍ଡାଇ ଶୋ’ରୁମ୍ ବିପରୀତ ପାର୍ଶ୍ୱରେ ଫାଷ୍ଟ-ଫୁଡ୍ ଷ୍ଟଲ୍ ଭାଙ୍ଗିବାକୁ ଉଦ୍ୟମ, ଅଭିଯୁକ୍ତ କୁ ପୋଲିସ ଜିମା ଦେଲେ ଅଭିଯୋଗକାରି | ଅଭିଯୋଗକାରୀ ଏବଂ ତାଙ୍କ ବାପା ତମାଣ୍ଡୋ ଥାନା ଅନ୍ତର୍ଗତ ଏନ୍ଏଚ୍-୧୬ ସର୍ଭିସ୍ ରୋଡ୍, ଆଦିତ୍ୟ ହୁଣ୍ଡାଇ ଶୋ’ରୁମ୍ ବିପରୀତ ପାର୍ଶ୍ୱରେ ଏକ ଫାଷ୍ଟ-ଫୁଡ୍ ଷ୍ଟଲ୍ ଚଲାନ୍ତି। ଷ୍ଟଲ୍ ବନ୍ଦ କରିବା ପରେ, ଅଭିଯୋଗକାରୀ ଘରକୁ ଫେରିଗଲେ। ପରେ ଅଭିଯୁକ୍ତ ଚୋରି କରିବା ଉଦ୍ଦେଶ୍ୟରେ ଏକ ଲୁହା ହାତୁଡ଼ି ସାହାଯ୍ୟରେ ଷ୍ଟଲ୍‌ର ତାଲା ଭାଙ୍ଗିବାକୁ ଚେଷ୍ଟା କରିଥିଲେ।