Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ତମାଣ୍ଡୋ: ତମାଣ୍ଡୋ ଥାନା ଅଞ୍ଚଳରେ ମହିଳାଙ୍କ ଶହ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଘଟଣା, ଅଭିଯୁକ୍ତ କୁ ଗିରଫ କଲା ପୋଲିସ

Tamando, Khordha | Sep 28, 2025
ତମାଣ୍ଡୋ ଥାନା ଅଞ୍ଚଳରେ ମହିଳାଙ୍କ ଶହ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଘଟଣା, ଅଭିଯୁକ୍ତ କୁ ଗିରଫ କଲା ପୋଲିସ | ଅଭିଯୋଗକାରୀ ତାଙ୍କ ପତ୍ନୀଙ୍କ ସହିତ କୌଣସି କାମରେ ଭୁବନେଶ୍ୱର ଯାଇଥିବା ବେଳେ, ତାଙ୍କର ବିବାହିତ ଝିଅ ଘରେ ଏକାକୀ ଥିଲେ । ଜ୍ଵାଇଁ ମଧ୍ୟ ତାଙ୍କ କର୍ମସ୍ଥଳକୁ ଚାଲିଯାଇଥିଲେ । ଅଭିଯୋଗକାରୀଙ୍କ ପୀଡିତା ଝିଅ ଘର ପଛ ପାର୍ଶ୍ୱକୁ ଯାଉଥିବା ସମୟରେ, ଅଭିଯୁକ୍ତ ଦିନବନ୍ଧୁ ସାହୁ ତାଙ୍କ ଘରେ ପଶି ଟଙ୍କା ବଦଳରେ ତାଙ୍କ ସହିତ ଖରାପ ସମ୍ପର୍କ ରଖିବା ଲାଗି କହିଥିଲେ ।
ତମାଣ୍ଡୋ: ତମାଣ୍ଡୋ ଥାନା ଅଞ୍ଚଳରେ ମହିଳାଙ୍କ ଶହ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଘଟଣା, ଅଭିଯୁକ୍ତ କୁ ଗିରଫ କଲା ପୋଲିସ - Tamando News