Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ତମାଣ୍ଡୋ: ତମାଣ୍ଡୋ ଥାନା ଅଞ୍ଚଳରେ ଜୋର ଜବରଦସ୍ତ ନାବାଳିକା ଝିଅକୁ ବିବାହ କରିବା ଘଟଣା, ଅଭିଯୁକ୍ତ କୁ ଗିରଫ କଲା ପୋଲିସ

Tamando, Khordha | Sep 28, 2025
ତମାଣ୍ଡୋ ଥାନା ଅଞ୍ଚଳରେ ଜୋର ଜବରଦସ୍ତ ନାବାଳିକା ଝିଅକୁ ବିବାହ କରିବା ଘଟଣା, ଅଭିଯୁକ୍ତ କୁ ଗିରଫ କଲା ପୋଲିସ | ଅଭିଯୋଗକାରିଣୀ ଜଣକ ଭୁବନେଶ୍ୱରର ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ ଶ୍ରମିକ ଭାବରେ କାମ କରନ୍ତି । ତାଙ୍କ ନାବାଳିକା ଝିଅ ତାଙ୍କ ସହ ରହିବା ପାଇଁ ଭୁବନେଶ୍ୱର ଆସିଥିଲେ । ଅଭିଯୁକ୍ତ ଜ୍ୟୋତି ଓରଫ ପଦ୍ମଲୋଚନ ମହାପାତ୍ର ତାଙ୍କ ନାବାଳିକା ଝିଅକୁ ବିବାହ କରିବାକୁ ଚାହୁଁଥିବା ନେଇ ଅଭିଯୋଗକାରିଣୀଙ୍କୁ ଜଣାଇଥିଲେ ମଧ୍ୟ ଅଭିଯୋଗକାରିଣୀ ରୋକଠୋକ ମନା କରିଦେଇଥିଲେ ।