Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

୨୪ ଘଣ୍ଟାରେ ହତ୍ୟାକାଣ୍ଡର ପର୍ଦାଫାସ! କୋଟପାଡ଼ ଥାନା ଜାମୁଗୁଡ଼ାରେ ସମାରୁ ପୂଜାରୀ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ। ଅଭିଯୁକ୍ତମାନେ ହେଲେ ସମାରୁ ଭତ୍ରା, ଚିତ ସମରଥ ଓ ପ୍ରେମାନନ୍ଦ ରନ୍ଧାରି। ଘଟଣାସ୍ଥଳରୁ ରକ୍ତାକ୍ତ ଛୁରୀ ଓ ୨ଟି ବାଇକ୍ ଜବତ। ପ୍ରେସମିଟ୍‌ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା। #Kotpad #Koraput #BreakingNews #OdishaNews #Odisha #newodishatv

MV 79, Malkangiri | Aug 17, 2026

MORE NEWS

ସୁଭଦ୍ରା ଟଙ୍କା ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ମିଳିବ ୫ଟା କିସ୍ତି!
#subhadrayojna #rakhipurnima #PrabhatiParida #Odisha #newodishatv

ସୁଭଦ୍ରା ଟଙ୍କା ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ମିଳିବ ୫ଟା କିସ୍ତି! #subhadrayojna #rakhipurnima #PrabhatiParida #Odisha #newodishatv

MV 79, Malkangiri | Aug 17, 2026

ଭାରତୀୟ ମଜ଼ଦୁର ସଂଘ ତରଫରୁ ଅଙ୍ଗନବାଡି ଦିଦି , ଆଶା, ହେଲପରଙ୍କ ବିରାଟ ରାଲି, ୧୧ ଦଫା ଦାବି #rally #BMS #BharatiyaMazdoorSangh #anganwadisevikastrike #MalkangiriDistrict

ଭାରତୀୟ ମଜ଼ଦୁର ସଂଘ ତରଫରୁ ଅଙ୍ଗନବାଡି ଦିଦି , ଆଶା, ହେଲପରଙ୍କ ବିରାଟ ରାଲି, ୧୧ ଦଫା ଦାବି #rally #BMS #BharatiyaMazdoorSangh #anganwadisevikastrike #MalkangiriDistrict

MV 79, Malkangiri | Aug 17, 2026

ମେଡାରାମ ଗସ୍ତ ସମୟରେ, ବୁଚାମ୍ମା ମାନନୀୟ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଥିଲେ। ପ୍ରବଳ ଭିଡ଼ ସତ୍ତ୍ୱେ, ମୁଖ୍ୟମନ୍ତ୍ରୀ ବୁଚାମ୍ମାଙ୍କ କଥା ଶୁଣିଥିଲେ।

ବୁଚାମ୍ମା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପାଇଁ ଏକ ଘର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @revanth_anumula ତୁରନ୍ତ ଗ୍ରହଣ କରିଥିଲେ ଏବଂ ତୁରନ୍ତ କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୃଦ୍ଧା ମହିଳା ବୁଚାମ୍ମା ଅତ୍ୟନ୍ତ ଖୁସି। ଏହି ବୟସରେ, ସେ ପରିବାରର ସଦସ୍ୟ ପରି ମୁଖ୍ୟମନ୍ତ୍ରୀଙ୍କଠାରୁ ସମର୍ଥନ ପାଇଛନ୍ତି।
#Telangana #RevanthReddy #medavaram 
#TelanganaPolitics #newodishatv

ମେଡାରାମ ଗସ୍ତ ସମୟରେ, ବୁଚାମ୍ମା ମାନନୀୟ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଥିଲେ। ପ୍ରବଳ ଭିଡ଼ ସତ୍ତ୍ୱେ, ମୁଖ୍ୟମନ୍ତ୍ରୀ ବୁଚାମ୍ମାଙ୍କ କଥା ଶୁଣିଥିଲେ। ବୁଚାମ୍ମା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପାଇଁ ଏକ ଘର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @revanth_anumula ତୁରନ୍ତ ଗ୍ରହଣ କରିଥିଲେ ଏବଂ ତୁରନ୍ତ କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୃଦ୍ଧା ମହିଳା ବୁଚାମ୍ମା ଅତ୍ୟନ୍ତ ଖୁସି। ଏହି ବୟସରେ, ସେ ପରିବାରର ସଦସ୍ୟ ପରି ମୁଖ୍ୟମନ୍ତ୍ରୀଙ୍କଠାରୁ ସମର୍ଥନ ପାଇଛନ୍ତି। #Telangana #RevanthReddy #medavaram #TelanganaPolitics #newodishatv

MV 79, Malkangiri | Aug 17, 2026