Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
पुलिस
Bjp
National
Police
Bihar
India
जनसमस्या
कांग्रेस
चोरी
Accident
Congress
Modi
Delhi
Viral
Crime
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Madhyapradesh
Pmmodi
पटना
newodishatv
ଡ୍ୟୁଟି ସାରି କୋରାପୁଟ ଫେରୁଥିଲେ ଡାକ୍ତର, ବାଟ ମଙ୍ଗଳା ଛକରେ ଓଲଟିଲା କାର! ଜୟପୁର ଜିଲ୍ଲା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ରତିକାନ୍ତ ଖୋଟୁଆ ଡ୍ୟୁଟି ସାରି କୋରାପୁଟ ଫେରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥର ବାଟ ମଙ୍ଗଳା ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଖାଲି ଅସ୍ଥାୟୀ ଦୋକାନରେ ପିଟି ହୋଇ କାରଟି ଓଲଟି ପଡ଼ିଥିଲା। ସୌଭାଗ୍ୟବଶତଃ ଡାକ୍ତର ଖୋଟୁଆଙ୍କୁ କୌଣସି ଆଘାତ ଲାଗିନାହିଁ। ଘଟଣାସ୍ଥଳରେ କୋରାପୁଟ ଟାଉନ୍ ପୋଲିସ ପହଞ୍ଚି ଯାତାୟାତ ସ୍ୱାଭାବିକ କରିଥିଲା। #Koraput #RoadAccident #BatMangala #Jeypore #KoraputNews #newodishatv #RoadAccident #caraccident #Odisha
MV 79, Malkangiri
| Sep 20, 2026
#koraput
#roadaccident
#batmangala
#jeypore
#koraputnews
#newodishatv
#caraccident
#odisha
MORE NEWS
ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଛଡ଼ା ଗଲା ପାଣି #Nabarangpur #indrabatiriver #Odisha #OdishaNews #newodishatv
MV 79, Malkangiri | Sep 20, 2026
ଗିରଫ ହେଲେ ନକଲି ଏମଭିଆଇ... ୟୁନିଫର୍ମ ପିନ୍ଧି ନିଜକୁ ଏମ୍ଭିଆଇ ବୋଲି ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଠକେଇ। #fakemvi #Odisha #newodishatv #OdishaNews
MV 79, Malkangiri | Sep 20, 2026
ସାମ୍ବାଦିକ ଓ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗକୁ ନେଇ ଜୟପୁରରେ ରାଜନୀତି ତେଜ! ଜୟପୁର ବିଧାୟକଙ୍କ ବିରୋଧରେ ସାମ୍ବାଦିକ ଏବଂ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ନେଇ ଅଭିଯୋଗ ପରେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି। ଏନେଇ ଜୟପୁର ବିଜେପି ନେତା ଗୌତମ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ହେଲେ ସ୍ଥିତି ସଙ୍ଗୀନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଘଟଣାକୁ ନେଇ ଜୟପୁର ରାଜନୀତିରେ ଏବେ ଚର୍ଚ୍ଚା ତୀବ୍ର ହୋଇଛି। ଆଗକୁ ଏହି ବିବାଦ କେଉଁ ମୋଡ଼ ନେବ, ତା'ଉପରେ ନଜର। 📍 ଜୟପୁର | କୋରାପୁଟ #Jeypore #Koraput #PoliticalNews #GautamSamantaray #OdishaNews #newodishatv
MV 79, Malkangiri | Sep 20, 2026
#ଗାଁ_ସାଥି_କ୍ରିୟାନୁଷ୍ଠାନ_କମିଟି_ପକ୍ଷରୁ_୧୧ଦଫା_ଦାବି #ନେଇ_ଜିଲ୍ଲାପାଳଙ୍କ_କାର୍ଯ୍ୟାଳୟ_ସମ୍ମୁଖରେ_ବିକ୍ଷୋଭ_ପ୍ରପ୍ରଦର୍ଶନ #କରିଛନ୍ତି। #gaonsathi #mate #militakriyanustan #MalkangiriNews #Malkangiri #VoiceOfOdisha #newodishatv #Odisha
MV 79, Malkangiri | Sep 19, 2026
#ଘୁମର_ପଞ୍ଚାୟତରେ_ମନ୍ଦବନ୍ଦ_ଆନ୍ଦୋଳନ #କୋଟପାଡ଼ : ଘୁମର ପଞ୍ଚାୟତରେ ଜୋର୍ ଧରିଛି ମଦ ମୁକ୍ତ ଆନ୍ଦୋଳନ #kotpad #madamukti #ghumar #madaband #koraput #KamalaPujari #odisha #OdishaNews #BdoKotpad #newodishatv #VoiceOfOdisha
MV 79, Malkangiri | Sep 19, 2026
ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ସଦର ଥାନା ଅଞ୍ଚଳର ଆଇଏମ୍ଏସଷ୍ଟି ସ୍କୁଲ୍ ସମ୍ମୁଖରେ ଥିବା ଏକ ମୋଟରସାଇକେଲ୍ ଗ୍ୟାରେଜରେ ଘଟିଛି ଏହି ଅଘଟଣ । #malkangirinews #malkangiri #newodishatv #VoiceOfOdisha #OdishaNews #Odisha
MV 79, Malkangiri | Sep 19, 2026
ଜୟପୁର ଦଶହରା ପାଇଁ ବଡ଼ ପ୍ରସ୍ତୁତି, ମଦ ବନ୍ଦ, ସାବାଡ଼ ହେବେ ଅସାମାଜିକ ବ୍ୟକ୍ତି! ଜୟପୁରରେ ଏଥର ଦଶହରାକୁ ଶାନ୍ତି, ଶୃଙ୍ଖଳା ଓ ସୁବ୍ୟବସ୍ଥିତ ଭାବେ ପାଳନ କରିବା ନେଇ ଅନୁଷ୍ଠିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାନ୍ତି ଓ ଭାଇଚାରାର ସହ ଦଶହରା ପାଳନ ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର। #Jeypore #JeyporeDussehra #Dasahara #Koraput #OdishaNews #newodishatv
MV 79, Malkangiri | Sep 19, 2026
ଦିଶା ବୈଠକରେ ବିଧାୟକ–ସାମ୍ବାଦିକ ଯୁକ୍ତିତର୍କ ଘଟଣା ଦିଶା ବୈଠକରେ ଜୟପୁର ବିଧାୟକ ଓ ଜଣେ ସାମ୍ବାଦିକଙ୍କ ମଧ୍ୟରେ ଯୁକ୍ତିତର୍କର ଭିଡିଓ ଭାଇରାଲ ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ବିଧାୟକ କହିଛନ୍ତି, “ନିଜେ ନିଜ ମର୍ଯ୍ୟାଦା ରଖିବା ଉଚିତ୍। ମୁଁ ସମସ୍ତଙ୍କୁ ସମ୍ମାନ ଦିଏ, କିନ୍ତୁ ମୋତେ ଅସମ୍ମାନ କରାଗଲା।” ଭାଇରାଲ ଭିଡିଓକୁ ନେଇ ଏବେ ଘଟଣାଟି ଚର୍ଚ୍ଚାରେ। ବିଧାୟକଙ୍କ ଏହି ପ୍ରତିକ୍ରିୟାକୁ ନେଇ ଆପଣଙ୍କ ମତ କଣ? #Koraput #Jeypore #DishaMeeting #TaraPrasadBahinipati #ViralVideo #OdishaNews #newodishatv #Odisha
MV 79, Malkangiri | Sep 19, 2026