ସାମ୍ବାଦିକ ଓ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗକୁ ନେଇ ଜୟପୁରରେ ରାଜନୀତି ତେଜ!
ଜୟପୁର ବିଧାୟକଙ୍କ ବିରୋଧରେ ସାମ୍ବାଦିକ ଏବଂ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ନେଇ ଅଭିଯୋଗ ପରେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି।
ଏନେଇ ଜୟପୁର ବିଜେପି ନେତା ଗୌତମ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ହେଲେ ସ୍ଥିତି ସଙ୍ଗୀନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ଘଟଣାକୁ ନେଇ ଜୟପୁର ରାଜନୀତିରେ ଏବେ ଚର୍ଚ୍ଚା ତୀବ୍ର ହୋଇଛି। ଆଗକୁ ଏହି ବିବାଦ କେଉଁ ମୋଡ଼ ନେବ, ତା'ଉପରେ ନଜର।
📍 ଜୟପୁର | କୋରାପୁଟ
#Jeypore #Koraput #PoliticalNews #GautamSamantaray #OdishaNews #newodishatv