ଦିଶା ବୈଠକରେ ବିଧାୟକ–ସାମ୍ବାଦିକ ଯୁକ୍ତିତର୍କ ଘଟଣା
ଦିଶା ବୈଠକରେ ଜୟପୁର ବିଧାୟକ ଓ ଜଣେ ସାମ୍ବାଦିକଙ୍କ ମଧ୍ୟରେ ଯୁକ୍ତିତର୍କର ଭିଡିଓ ଭାଇରାଲ ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି।
ବିଧାୟକ କହିଛନ୍ତି, “ନିଜେ ନିଜ ମର୍ଯ୍ୟାଦା ରଖିବା ଉଚିତ୍। ମୁଁ ସମସ୍ତଙ୍କୁ ସମ୍ମାନ ଦିଏ, କିନ୍ତୁ ମୋତେ ଅସମ୍ମାନ କରାଗଲା।”
ଭାଇରାଲ ଭିଡିଓକୁ ନେଇ ଏବେ ଘଟଣାଟି ଚର୍ଚ୍ଚାରେ। ବିଧାୟକଙ୍କ ଏହି ପ୍ରତିକ୍ରିୟାକୁ ନେଇ ଆପଣଙ୍କ ମତ କଣ?
#Koraput #Jeypore #DishaMeeting #TaraPrasadBahinipati #ViralVideo #OdishaNews #newodishatv #Odisha