Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

News in MV 79

ମଧ୍ୟାନ୍ନ ଭୋଜନ ଛୁଟି ସମୟ ରେ ଛାତ୍ର ଙ୍କୁ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ.
10 ଶ୍ରେଣୀ ଛାତ୍ର କୁ ଛୁରା ମାଡ. ଜୟପୁର ଓ ହେଚ ପୀ ସି ଯୋଜନା ଉଚ୍ଚ ବିଦ୍ୟାଳୟ ରେ ଘଟିଛି ଘଟଣା. ମଧ୍ୟାନ୍ନ ଭୋଜନ ଛୁଟି ବେଳେ ସ୍କୁଲ ବାହାରେ ଜଣେ ଅଣ ଛାତ୍ର ଓ ସ୍କୁଲ ରେ ପଢ଼ୁଥିବା ଛାତ୍ର ଙ୍କ ଭିତରେ କୌଣସି କାରଣ ରୁ ବଚସା ହେବାରୁ ଅଣ ଛାତ୍ର ଜଣଙ୍କ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିବା ର ସୂଚନା. ଆହାତ ଛାତ୍ର କୁ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତି. ଆହତ ଛାତ୍ର ଜଣଙ୍କ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ.

#jeypore #Odisha #newodishatv #BreakingNews

ମଧ୍ୟାନ୍ନ ଭୋଜନ ଛୁଟି ସମୟ ରେ ଛାତ୍ର ଙ୍କୁ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ. 10 ଶ୍ରେଣୀ ଛାତ୍ର କୁ ଛୁରା ମାଡ. ଜୟପୁର ଓ ହେଚ ପୀ ସି ଯୋଜନା ଉଚ୍ଚ ବିଦ୍ୟାଳୟ ରେ ଘଟିଛି ଘଟଣା. ମଧ୍ୟାନ୍ନ ଭୋଜନ ଛୁଟି ବେଳେ ସ୍କୁଲ ବାହାରେ ଜଣେ ଅଣ ଛାତ୍ର ଓ ସ୍କୁଲ ରେ ପଢ଼ୁଥିବା ଛାତ୍ର ଙ୍କ ଭିତରେ କୌଣସି କାରଣ ରୁ ବଚସା ହେବାରୁ ଅଣ ଛାତ୍ର ଜଣଙ୍କ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିବା ର ସୂଚନା. ଆହାତ ଛାତ୍ର କୁ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତି. ଆହତ ଛାତ୍ର ଜଣଙ୍କ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ. #jeypore #Odisha #newodishatv #BreakingNews

MV 79, Malkangiri | Jul 31, 2026

#ପରୀକ୍ଷା_ବ୍ୟବସ୍ଥାକୁ_ଶକ୍ତିଶାଳୀ_କରିବ_ଆଣ୍ଟି_ପେପର୍_ଲିକ୍_ବିଲ୍ 
ଆଣ୍ଟି ପେପର ଲିକ୍ ବିଲ୍ ସଂସଦର ଉଭୟ ଗୃହରେ ପାସ୍ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ରଖିଛନ୍ତି ପ୍ରତିକ୍ରିୟା । ଭିଡିଓ ବାର୍ତ୍ତାରେ ମୋଦି କହିଛନ୍ତି, ଛାତ୍ରଛାତ୍ରୀଙ୍କ ପ୍ରସ୍ତାବକୁ ପ୍ରାଥମିକତା ଦିଆଯାଇଛି । ଟାସ୍କଫୋର୍ସ ଏବଂ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରାଯିବ । ତ୍ରୁଟିଶୂନ୍ୟ ପରୀକ୍ଷା ପଦ୍ଧତି ପାଇଁ ସରକାର ପଦକ୍ଷେପ ନେଉଛନ୍ତି । କଠୋର ଦଣ୍ଡବିଧାନ ନେଇ ବିଲ ସଂସଦରେ ପାସ୍ ହୋଇଛି । ‘ପରୀକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ ଆଣ୍ଟି ପେପର୍ ଲିକ୍ ବିଲ୍’। ଛାତ୍ର ମାନଙ୍କ ବୃହତ୍ତର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଏହି ବିଲ୍ ।
#AntiPaperLeakBill #PMModi #EducationReforms #ExamReforms #StudentWelfare #Parliament #BreakingNews #IndiaNews #newodishatv

#ପରୀକ୍ଷା_ବ୍ୟବସ୍ଥାକୁ_ଶକ୍ତିଶାଳୀ_କରିବ_ଆଣ୍ଟି_ପେପର୍_ଲିକ୍_ବିଲ୍ ଆଣ୍ଟି ପେପର ଲିକ୍ ବିଲ୍ ସଂସଦର ଉଭୟ ଗୃହରେ ପାସ୍ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ରଖିଛନ୍ତି ପ୍ରତିକ୍ରିୟା । ଭିଡିଓ ବାର୍ତ୍ତାରେ ମୋଦି କହିଛନ୍ତି, ଛାତ୍ରଛାତ୍ରୀଙ୍କ ପ୍ରସ୍ତାବକୁ ପ୍ରାଥମିକତା ଦିଆଯାଇଛି । ଟାସ୍କଫୋର୍ସ ଏବଂ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରାଯିବ । ତ୍ରୁଟିଶୂନ୍ୟ ପରୀକ୍ଷା ପଦ୍ଧତି ପାଇଁ ସରକାର ପଦକ୍ଷେପ ନେଉଛନ୍ତି । କଠୋର ଦଣ୍ଡବିଧାନ ନେଇ ବିଲ ସଂସଦରେ ପାସ୍ ହୋଇଛି । ‘ପରୀକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ ଆଣ୍ଟି ପେପର୍ ଲିକ୍ ବିଲ୍’। ଛାତ୍ର ମାନଙ୍କ ବୃହତ୍ତର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଏହି ବିଲ୍ । #AntiPaperLeakBill #PMModi #EducationReforms #ExamReforms #StudentWelfare #Parliament #BreakingNews #IndiaNews #newodishatv

MV 79, Malkangiri | Jul 30, 2026

ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଦଳ ଏବଂ ସଭାପତିଙ୍କ ବିରୁଦ୍ଧରେ ହେଉଥିବା ଅପପ୍ରଚରର ଜବାବ ରହିଲେ ପିସିସି ମୁଖପାତ୍ର ଜୟଶ୍ରୀ ପତ୍ର l

#BhaktaCharanDas #pccodisha #OdishaPolitics #OdishaCongress #jaysripatra #Odisha #newodishatv

ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଦଳ ଏବଂ ସଭାପତିଙ୍କ ବିରୁଦ୍ଧରେ ହେଉଥିବା ଅପପ୍ରଚରର ଜବାବ ରହିଲେ ପିସିସି ମୁଖପାତ୍ର ଜୟଶ୍ରୀ ପତ୍ର l #BhaktaCharanDas #pccodisha #OdishaPolitics #OdishaCongress #jaysripatra #Odisha #newodishatv

MV 79, Malkangiri | Jul 30, 2026