Public App Logo
ଜୟପୁର: ବ୍ଲଡ଼ ବ୍ୟାଙ୍କରେ ରକ୍ତ ଅଭାବ ଦୂର କରିବା ପାଇଁ କର୍ମଚାରୀ ଡାକ୍ତର ରକ୍ତ ଦାନ କରିଛନ୍ତି। ଆବଶ୍ୟକତା ଅନୁସାରେ ଲୋକ ରକ୍ତ ଦାନ କରୁନଥିବାରୁ ଏହି ସମସ୍ୟା ଦେଖାଦେଇଥିବା କହିଛନ୍ତି ଡ଼ାକ୍ତର ଅରବିନ୍ଦ ନେପାକ। ଏଥି ସହିତ ଗ୍ରାମାଞ୍ଚଳ ଲୋକ ରକ୍ତଦାନ କରିବା ପାଇଁ ଇଛୁକ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି । - Koraput Town News