Public App Logo
Profile Picture

JEYPORE MEDiA

@jeyporemediaa
628Followers
0Following
ଜୟପୁର: ଉମୂରୀ ନିକଟରେ ଦୂର୍ଘଟଣା। ବୁଲେଟ୍ ଚାଳକ ମୃତ। ମୃତକ ଟାଙ୍କୁଆ ପଞ୍ଚାୟତର ବଳରାମ ପରଜା ବୋଲି ସୂଚନା ମିଳିଛି।
ଜୟପୁର ସହରରେ ବଢୁଛି ଚୋରଙ୍କ ଆତଙ୍କ। ନିର୍ଭୟରେ ଚୋରୀ କରୁଛନ୍ତି । ଦୃଢ଼ କାର୍ଯ୍ୟାନୁଷ୍ଠାନ ସହି ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
କୋଟପାଡ ବନ୍ୟାଞ୍ଚଳର ପ୍ରଭାବିତ ଚାଷୀଙ୍କ କ୍ଷତି ଭରଣା କରନ୍ତୁ ସରକାର । ଏକର ପିଛା ଧାନ ଚାଷ ପାଇଁ ୬୦ ହଜାର ଓ ମକା ଚାଷ ପାଇଁ ୫୦ ହଜାର ଟଙ୍କା ଦିଅନ୍ତୁ। ଘର ଭାଙ୍ଗିଥିଲେ ସମସ୍ତ ପରିବାରକୁ ଆବାସ ଦିଅନ୍ତୁ। ସରକାରଙ୍କ ନିକଟରେ ଦାବି କରିଛନ୍ତି କଂଗ୍ରେସ ନେତା ଅନାମ ଦିଆନ୍।
କୋଟପାଡ ଅଂଚଳରେ ବନ୍ୟା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀ
ଦଉଡ଼ିରେ ବାନ୍ଧି ରାସ୍ତାରେ ଚଳାଇଲେ। କୋରାପୁଟରେ କଂଗ୍ରେସ କର୍ମୀ ଆନ୍ଦୋଳନ ବେଳେ ଜ୍ଞାନେସ କୁମାରଙ୍କ ମୁଖା ପିନ୍ଧି ଥିବା ବ୍ୟକ୍ତିଙ୍କୁ ବାନ୍ଧି ଚଳାଇ ଚଳାଇ ନେଇକନ୍ତି। ଆନ୍ଦୋଳନ ସଂପର୍କରେ ସୂଚନା ଦେଉଛନ୍ତି ଜିଲ୍ଲା ସଭାପତି ରୂପକ ତୁରୁକ୍।
ଜୟପୁର: ପାରାବେଡା ଛକରେ ଚୋରୀ। ପୋଲିସ ଜଗୁଛି ତଥାପି କ୍ୟାମେରା କାଡ଼ିଲେ କବାଟ ଭାଙ୍ଗିଲେ ଚୋରୀ କଲେ। ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବ୍ୟବସାୟୀ । ପ୍ରାୟ ଲକ୍ଷେ ଟଙ୍କାର ଚୋରୀ ହୋଇଥିବା ନେଇ ଟାଉନ୍ ଥାନାରେ ଏତଲା ଦେଇଥିବା ସେ କହିଛନ୍ତି।
ଜ୍ଞାନେସ କୁମାର ତିହାର ଜେଲରେ ଚକି ପିସିଂ ଚକି ପିସିଂ ଆଣ୍ଡ ଚକି ପିସିଂ । ଏହି ମନ୍ତବ୍ୟ ଦେଇଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସ ନେତା ପ୍ରଣବ କିଶୋର ନାୟକ।
କୋଟପାଡ ବନ୍ୟା ଅଞ୍ଚଳ ପରିଦର୍ଶନରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ।
ବନ୍ୟା ପରିସ୍ଥିତିରେ ବର୍ଷା ଯୋଗୁଁ ହଇରାଣ ହେଉଥିବା ବେଳେ ଆପଣଙ୍କର ସୁଖ ଦୁଃଖର ସାଥୀ ବୋଲାଉଥିବା ସ୍ଥାନୀୟ ଜନପ୍ରତିନିଧି ଆପଣଙ୍କ ପାଖରେ ପହଞ୍ଚି ଥିଲେ କି ? ଆପଣଙ୍କ ମତାମତ ଦିଅନ୍ତୁ ! <nis:link nis:type=tag nis:id=koraput nis:value=koraput nis:enabled=true nis:link/> <nis:link nis:type=tag nis:id=nabarangapur nis:value=Nabarangapur nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
କୋଟପାଡ ବ୍ଲକ ଆସନା ଅଞ୍ଚଳର ଜଣେ ବୃଦ୍ଧ ଘରୁ ବାହାରିଥିଲେ। ପାଣିର ସୁଅରେ ବଣିଆ ପର୍ଯ୍ୟନ୍ତ ପହଞ୍ଚିଗଲେ। ଖପୁରୀଗୁଡା ନିକଟ ବନ୍ୟାଞ୍ଚଳରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଓଡ଼୍ରାଫ୍।
କୋରାପୁଟ ଓ ନବରଙ୍ଗପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ!
ଜୟପୁର ହାଟପଦାରେ ଥିବା ଡାକ୍ତରଖାନାରେ ପଶିଲା ପାଣି <nis:link nis:type=tag nis:id=jeypore nis:value=jeypore nis:enabled=true nis:link/> <nis:link nis:type=tag nis:id=koraput nis:value=koraput nis:enabled=true nis:link/> <nis:link nis:type=tag nis:id=jayapur nis:value=jayapur nis:enabled=true nis:link/>
ଜୟପୁର ଆର୍ଟ ସ୍କୁଲ କମ୍ପ୍ୟୁଟର ଲ୍ୟାବରେ ନିଆଁ <nis:link nis:type=tag nis:id=jeypore nis:value=jeypore nis:enabled=true nis:link/> <nis:link nis:type=tag nis:id=jayapur nis:value=jayapur nis:enabled=true nis:link/> <nis:link nis:type=tag nis:id=koraput nis:value=koraput nis:enabled=true nis:link/>
ଜୟପୁରରୁ ଗଡପଦର ସଂଯୋଗ କରୁଥିବା ଏକଟାଗୁଡ଼ା ବ୍ରିଜ୍ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ।।
ଜୟପୁର ଅଂଚଳରେ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ
ଜୟପୁର: ମାଳିଗୁଡ଼ା ରେଳ ଷ୍ଟେସନ ନିକଟରେ ଏକ ବିଦ୍ୟୁତ୍ ଟାୱାର ଭାଙ୍ଗି ପଡିଥିବା ସୂଚନା ମିଳିଛି। <nis:link nis:type=tag nis:id=jeypore nis:value=jeypore nis:enabled=true nis:link/> <nis:link nis:type=tag nis:id=koraput nis:value=koraput nis:enabled=true nis:link/> <nis:link nis:type=tag nis:id=jayapur nis:value=jayapur nis:enabled=true nis:link/> <nis:link nis:type=tag nis:id=koraputiareels nis:value=koraputiareels nis:enabled=true nis:link/> <nis:link nis:type=tag nis:id=jeyporenews nis:value=jeyporenews nis:enabled=true nis:link/>
ବିଧାୟକ ଏମିତି ହେବା ଦରକାର। କୋଟପାଡ ବିଧାୟକ ରୁପୁ ଭାତ୍ରାଙ୍କ ଭଳି । ବନ୍ୟା ପରିସ୍ଥିତିରେ ଲୋକଙ୍କ ସହିତ।
ପ୍ରବଳ ବର୍ଷା ହେତୁ କୋରାପୁଟ ରାୟଗଡା ରେଳ ଲାଇନ୍ ପ୍ରଭାବିତ <nis:link nis:type=tag nis:id=koraput nis:value=koraput nis:enabled=true nis:link/> <nis:link nis:type=tag nis:id=kbklink nis:value=kbklink nis:enabled=true nis:link/> <nis:link nis:type=tag nis:id=koraputodisha nis:value=koraputodisha nis:enabled=true nis:link/>
ଜୟପୁର ରେଳ ଷ୍ଟେସନ ଉପରେ ନିର୍ଭର କରୁଥିବା ଯାତ୍ରୀ ଧ୍ୟାନ ଦିଅନ୍ତୁ । ୨୫ ତାରିଖରେ ସମଲେଶ୍ୱରୀ, ହୀରାଖଣ୍ଡ ଏବଂ ଜଗଦଲପୁର–ରାଉରକେଲା ଇଣ୍ଟରସିଟି ଟ୍ରେନ୍ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ । 
।VSKP–କିରଣ୍ଡୁଲ୍–VSKP ଏକ୍ସପ୍ରେସ୍ ଏବଂ ପାସେଞ୍ଜର ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାତିଲ ରହିବ।
କୋରାପୁଟ ଜିଲ୍ଲାରେ ଆସନ୍ତା କାଲି ଶୁକ୍ରବାର ସେପ୍ଟେମ୍ବର ୨୫ ତାରିଖରେ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ସମସ୍ତ ବର୍ଗର ସ୍କୁଲ୍ ରହିବ ବନ୍ଦ।
ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଏହି ଦିନ ବନ୍ଦ ରହିବ।
ଲୋକଙ୍କ ପାଇଁ କାମ ନକଲେ ଅଫିସର କୋରାପୁଟ ଜିଲ୍ଲାରୁ ବାହାରି ଯିବା ଉଚିତ୍। ଆମ ଲୋକ ସରଳ ଓ ନିରୀହ। ତେଣୁ ଜିଲ୍ଳାକୁ ପ୍ରୟୋଗଶାଳା ନକରନ୍ତୁ। ଏଭଳି ଚେତାବନୀ ଦେଇଛନ୍ତି ପଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡ଼ାମ୍।
ଜରୁରୀ ସୂଚନା । କୋରାପୁଟ ଜିଲ୍ଲାରେ ଦୁଇ ଦିନ ୨୩ ଓ ୨୪ ସେପ୍ଟେମ୍ବରରେ (ବୁଧ ବାର ଓ ଗୁରୁ ବାର) ଜିଲ୍ଲାର ସମସ୍ତ ସ୍କୁଲ୍ ବନ୍ଦ ରହିବ।
ବିଭିନ୍ନ ମାମଲାକୁ ନେଇ ଜୟପୁର ପୋଲିସର ସାମ୍ବାଦିକ ସମ୍ମିଳନୀ
ଜୟପୁର: ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଦୌଡୁଥିଲେ। ଚୋରଙ୍କୁ ବାଇକ୍ ଷ୍ଟାର୍ଟ ହେଲାନି। ଡଙ୍ଗରଦେବୀ ମନ୍ଦିର ନିକଟରେ ୨ ଜଣଙ୍କୁ ଧରିଲେ ସ୍ଥାନୀୟ ବାସିନ୍ଦା। ପୋଲିସ ଜିମା ଦେଲେ।
ମଦ ବେପାରୀ ଯୋଗୁଁ ମହିଳା କାନ୍ଦୁଛନ୍ତି । କୁଲି କରି ରୋଜଗାର କରୁଛନ୍ତି । ସ୍ୱାମୀ ସେ ଟଙ୍କା ନେଇ ମଦ ପିଉଛି। ମଦ ବେପାରୀ କଥାରେ ଘରେ ମାର୍ ପିଟ୍ କରୁଛି। କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବୋରିଗୁମା ଥାନା ଅଞ୍ଚଳର ମହିଳାମାନେ।