କୋରାପୁଟରେ ଯୁବ କଂଗ୍ରେସର ବଡ଼ ଲକ୍ଷ୍ୟ ! ୧୫ ହଜାରରୁ ୩୦ ହଜାର ହେବ ସଦସ୍ୟ ସଂଖ୍ୟା
କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ୧୫ ହଜାର ଯୁବ କଂଗ୍ରେସ ସଦସ୍ୟ ଅଛନ୍ତି। ଚଳିତ ଯୁବ କଂଗ୍ରେସ ନିର୍ବାଚନରେ ଏହା ୩୦ ହଜାର ହେବ ବୋଲି ଆଶା ରଖିଛି ଜିଲ୍ଲା କଂଗ୍ରେସ।
#Koraput #YouthCongress #KoraputNews #Congress #OdishaNews #JeyporeBreaking #KoraputCongress #YouthCongressElection #OdishaCongress #KoraputUpdate
Koraput, Koraput | Nov 13, 2026