Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ରାଉରକେଲା; ତିତଲି ଫାଉଣ୍ଡେସନ ର ଦ୍ବିତୀୟ ବାର୍ଷିକ ଉତ୍ସବ ସିଭିକ୍ ସେଣ୍ଟର ଠାରେ ଧୂମଧାମରେ ପାଳିତ। #smsnewsnetwork #Rourkela #titlifoundation #annualdaycelebration #civiccenter

MORE NEWS

SMS News Bureau Rourkela 

ଆନ୍ତଃ ରାଜ୍ୟ ଜୁଆ ଗ୍ଯାଙ୍ଗ ର ଅନ୍ୟତମ ସହଯୋଗୀ ଗିରଫ।

ବହୁ ଚର୍ଚ୍ଚିତ ଆନ୍ତଃ ରାଜ୍ୟ ଜୁଆ ଗ୍ଯାଙ୍ଗ ର ଦୁଇ ମୁଖ୍ୟ ଆସାମୀ ସେକ୍ଟର ୧୫ ଥାନା ଅନ୍ତର୍ଗତ ଲୁହାକେରା ର ବାହାନ କଂସାରୀ ଓ ତାର ଭାଇ ଦିଲୀପ କଂସାରୀ କୁ ଗତ ୮ ତାରିଖ ରାଉରକେଲା ପୋଲିସ ଗିରଫ କରିବା ସହ ମୋଟା ଅଙ୍କର ନଗଦ ଟଙ୍କା,ସୁନା ଓ ରୂପା, ତିନୋଟି ଦାମୀ କାର୍ ଓ ୪ଟି ବାଇକ୍ ଜବତ୍ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ସହ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ମ୍ଯୁନିସପାଲ ହାଇସ୍କୁଲ, ପାନପୋଷ ର ଭିକି ସାହୁ (୩୬) କୁ ଆଜି ରଘୁନାଥପାଲୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଠାରୁ ଗୋଟିଏ ଆଇ ଫୋନ୍, ଗୋଟିଏ ଭିଭୋ ମୋବାଇଲ ଓ ନଗଦ ଦେଢ ଲକ୍ଷ ଟଙ୍କା ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି।

SMS News Bureau Rourkela ଆନ୍ତଃ ରାଜ୍ୟ ଜୁଆ ଗ୍ଯାଙ୍ଗ ର ଅନ୍ୟତମ ସହଯୋଗୀ ଗିରଫ। ବହୁ ଚର୍ଚ୍ଚିତ ଆନ୍ତଃ ରାଜ୍ୟ ଜୁଆ ଗ୍ଯାଙ୍ଗ ର ଦୁଇ ମୁଖ୍ୟ ଆସାମୀ ସେକ୍ଟର ୧୫ ଥାନା ଅନ୍ତର୍ଗତ ଲୁହାକେରା ର ବାହାନ କଂସାରୀ ଓ ତାର ଭାଇ ଦିଲୀପ କଂସାରୀ କୁ ଗତ ୮ ତାରିଖ ରାଉରକେଲା ପୋଲିସ ଗିରଫ କରିବା ସହ ମୋଟା ଅଙ୍କର ନଗଦ ଟଙ୍କା,ସୁନା ଓ ରୂପା, ତିନୋଟି ଦାମୀ କାର୍ ଓ ୪ଟି ବାଇକ୍ ଜବତ୍ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ସହ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ମ୍ଯୁନିସପାଲ ହାଇସ୍କୁଲ, ପାନପୋଷ ର ଭିକି ସାହୁ (୩୬) କୁ ଆଜି ରଘୁନାଥପାଲୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଠାରୁ ଗୋଟିଏ ଆଇ ଫୋନ୍, ଗୋଟିଏ ଭିଭୋ ମୋବାଇଲ ଓ ନଗଦ ଦେଢ ଲକ୍ଷ ଟଙ୍କା ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି।

Sundargarh Town, Sundargarh | Jun 25, 2026

ରାଉରକେଲା;ମାଟି ରେ ମିଶିଲା ସେକ୍ଟର ୫ ଗୋଲଘର ର ପରିତ୍ୟକ୍ତ ସ୍ବାସ୍ଥ୍ୟ କେନ୍ଦ୍ର।

#smsnewsnetwork #rourkela #goalghar #sector5 #sector7ps #sprourkela #SAIL #RSP

ରାଉରକେଲା;ମାଟି ରେ ମିଶିଲା ସେକ୍ଟର ୫ ଗୋଲଘର ର ପରିତ୍ୟକ୍ତ ସ୍ବାସ୍ଥ୍ୟ କେନ୍ଦ୍ର। #smsnewsnetwork #rourkela #goalghar #sector5 #sector7ps #sprourkela #SAIL #RSP

Sundargarh Town, Sundargarh | Jun 24, 2026

ବରସୁଆଁ; ପୁଅ ର ଛୁରୀ ଆଘାତ ରେ ବାପା ର ମୃତ୍ୟୁ। ଅଭିଯୁକ୍ତ ଫେରାର।

#smsnewsnetwork #lahunipara #barsuan #stabbing #murder

ବରସୁଆଁ; ପୁଅ ର ଛୁରୀ ଆଘାତ ରେ ବାପା ର ମୃତ୍ୟୁ। ଅଭିଯୁକ୍ତ ଫେରାର। #smsnewsnetwork #lahunipara #barsuan #stabbing #murder

Sundargarh Town, Sundargarh | Jun 24, 2026