Public App Logo
Profile Picture

SMS News Network

@2008sanjib
1124Followers
0Following
ରାଉରକେଲା; ଛିନତାଇ ମାମଲା ରେ ୬ ଜଣ ଙ୍କୁ ବାନ୍ଧିଲା ଛେଣ୍ଡ ଥାନା ପୋଲିସ। ସୁଯୋଗ ଦେଖି କରୁଥିଲେ ଛିନତାଇ ଏକାଧିକ ମାମଲା ରେ ସଂପୃକ୍ତ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=snatching nis:value=snatching nis:enabled=true nis:link/> <nis:link nis:type=tag nis:id=chhendps nis:value=chhendps nis:enabled=true nis:link/> <nis:link nis:type=tag nis:id=sdpo nis:value=sdpo nis:enabled=true nis:link/> <nis:link nis:type=tag nis:id=sprourkela nis:value=sprourkela nis:enabled=true nis:link/>
SMS News Bureau Rourkela 

ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ବୀରମିତ୍ରପୁର ବିଧାୟକ ।

ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀଙ୍କୁ ବିଜୁ ଜନତା ଦଳ (BJD) ର ଆଇଟି ପରିଚାଳନା କମିଟି (IT Steering Committee) ରେ ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିବାରୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ତିର୍କୀ କହିଛନ୍ତି ଯେ, ଏହା ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ ଦାୟିତ୍ୱ। ସେ ଦଳୀୟ ସଂଗଠନ କୁ ଆହୁରି ମଜବୁତ କରିବା ପାଇଁ ଅତ୍ୟନ୍ତ ଆନ୍ତରିକତା ର ସହିତ କାର୍ଯ୍ୟ କରିବେ ଏବଂ ଡିଜିଟାଲ ମାଧ୍ୟମରେ ଦଳର ବାର୍ତ୍ତା କୁ ଲୋକଙ୍କ ନିକଟରେ ପହଞ୍ଚାଇବେ।
SMS News Bureau Bhubaneswar 

ବେଦବ୍ୟାସ ଝୁଲା ବ୍ରିଜ,ନଦୀକୂଳ ରିଙ୍ଗରୋଡ଼ ଏବଂ ଗ୍ରେଟର ରିଙ୍ଗରୋଡ଼ ନିର୍ମାଣକୁ ନେଇ ମନ୍ତ୍ରୀଙ୍କୁ ସାକ୍ଷାତ କକେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ

 ଓଡ଼ିଶାର ଅନ୍ୟତମ ସ୍ମାର୍ଟ ସିଟି ତଥା ଶିଳ୍ପ ସହର ରାଉରକେଲାକୁ ରାଜ୍ୟ ମାନଚିତ୍ରରେ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରାଇବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରିବା ଦାବିରେ ଆଜି ଭୁବନେଶ୍ୱରରେ ରାଜ୍ୟ ଆଇନ ,ଅବକାରୀ ଏବଂ ୱର୍କସ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରବ ତନ୍ତୀ ସାକ୍ଷାତ କରି ଆଲୋଚନା କରିଥିଲେ  । ଆଲୋଚନା ସମୟରେ ଝୀରପାଣି ଠାରୁ ପାନପୋଷ ପର୍ଯ୍ୟନ୍ତ ନଦୀକୂଳରେ ଏକ ରିଙ୍ଗରୋଡ଼ ନିର୍ମାଣ କରିବା ସହିତ ସେଠାକୁ ପର୍ଯ୍ୟଟଜ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଆଖପାଖରେ ଆବଶ୍ୟକତା ଅନୁସାରେ ଭିତ୍ତିଭୂମିର ବିକାଶ କରିବା  ଏବଂ  ଗ୍ରେଟର ରାଉରକେଲା ଯୋଜନା ଅନ୍ତର୍ଗତ  ଏକ ଗ୍ରେଟର ରିଙ୍ଗରୋଡ଼ ନିର୍ମାଣ କରିବା ପାଇଁ ମନ୍ତ୍ରୀଙ୍କ ନିକଟରେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ ନିଜ ପୂର୍ବ ଦାବିଜୁ ଦୋହରାଇ ଏହି ସବୁ ପ୍ରକଳ୍ପର ଅଗ୍ରଗତି ତଥା ବର୍ତ୍ତମାନର ସ୍ଥିତି କଣ ବୋଲି ବିଧାୟକ ଶ୍ରୀ ଦୁର୍ଗା ଜାଣିବା ପାଇଁ ଚାହିଁଥିଲେ । ଗ୍ରେଟର ରିଙ୍ଗରୋଡ଼ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ବିଭାଗ ଆରମ୍ଭ କରିଛି , ଖୁବଶୀଘ୍ର ଏ ସମ୍ବନ୍ଧରେ ପ୍ରଶାସନିକ ଅନୁମତି ପ୍ରାପ୍ତ ପରେ ବିଭାଗ ଅନ୍ୟାନ୍ୟ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରିବ ବୋଲି ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାୟକ ଶ୍ରୀ ଦୁର୍ଗାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ନଦୀକୂଳରେ ରିଙ୍ଗରୋଡ଼ ନିର୍ମାଣ ସମ୍ବନ୍ଧରେ ହୋଇଥିବା ଚର୍ଚ୍ଚାବେଳେ ଏଥିପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ସର୍ଭେ ଆରମ୍ଭ ହୋଇଛି ।ସର୍ଭେ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି ।ସେହିପରି ବେଦବ୍ୟାସ ଠାରେ ନିର୍ମାଣ ହେବାକୁ ଥିବା ଝୁଲା ପୋଲ(କଂକ୍ରିଟ)ବ୍ରିଜ ନିର୍ମାଣ ସମ୍ବନ୍ଧରେ ହୋଇଥିବା ଚର୍ଚ୍ଚା ବେଳେ ଏହୂ କାର୍ଯ୍ୟପାଇଁ ଟେଣ୍ଡର ହୋଇ ସମ୍ପୃକ୍ତ କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯାଇସାରିଛି । ବର୍ଷାଦିନ ଚାଲୁଥିବାରୁ କାର୍ଯ୍ୟ ପ୍ରାରମ୍ଭ ହୋଇନଥିଲା ବର୍ତ୍ତମାନ ଅତିଶୀଘ୍ର ବୋରିଙ୍ଗ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ପ୍ରକାଶ କରିଛନ୍ତି ।
ବନ୍ଧମୁଣ୍ଡା; ସେବା ସଂକଳ୍ପ ଅଭିଯାନ ରେ ସ୍ବଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=bondamunda nis:value=bondamunda nis:enabled=true nis:link/> <nis:link nis:type=tag nis:id=swachhata nis:value=swachhata nis:enabled=true nis:link/> <nis:link nis:type=tag nis:id=plantation nis:value=plantation nis:enabled=true nis:link/>
ରାଉରକେଲା; କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ଆସନ୍ତା ଅକ୍ଟୋବର ୮ ଓଡ଼ିଶା ବନ୍ଦ ର ଡାକରା,ଇଣ୍ଡିଆ ମେଣ୍ଟ ର ବୈଠକ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=indiacoaliation nis:value=indiacoaliation nis:enabled=true nis:link/> <nis:link nis:type=tag nis:id=congress nis:value=congress nis:enabled=true nis:link/> <nis:link nis:type=tag nis:id=cpi nis:value=cpi nis:enabled=true nis:link/> <nis:link nis:type=tag nis:id=cpim nis:value=cpim nis:enabled=true nis:link/> <nis:link nis:type=tag nis:id=forwardblock nis:value=forwardblock nis:enabled=true nis:link/> <nis:link nis:type=tag nis:id=leftparties nis:value=leftparties nis:enabled=true nis:link/> <nis:link nis:type=tag nis:id=odishabandha nis:value=odishabandha nis:enabled=true nis:link/> <nis:link nis:type=tag nis:id=pramodsamal nis:value=pramodsamal nis:enabled=true nis:link/>
ରାଉରକେଲା; ସିପିଆଇଏମ୍ ପକ୍ଷରୁ ଗାନ୍ଧୀ ଜାୟନ୍ତୀ ରେ ବାପୁ ଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=gandhijayanti nis:value=gandhijayanti nis:enabled=true nis:link/> <nis:link nis:type=tag nis:id=sector18 nis:value=sector18 nis:enabled=true nis:link/> <nis:link nis:type=tag nis:id=statue nis:value=statue nis:enabled=true nis:link/> <nis:link nis:type=tag nis:id=cpim nis:value=cpim nis:enabled=true nis:link/>
ରାଉରକେଲା; କାଲି ଆମ ବସ୍ ସେବା ବନ୍ଦ ଥିଲା, ରଘୁନାଥପାଲୀ ବିଧାୟକ ମନ୍ତ୍ରୀ ଓ ସଚିବ ଙ୍କ ଦୃଷ୍ଟି ଆକର୍ଷଣ ପରେ ଆଜି ସ୍ବଭାବିକ ହେଲା ସେବା 

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=mla nis:value=mla nis:enabled=true nis:link/> <nis:link nis:type=tag nis:id=durgacharantanti nis:value=durgacharantanti nis:enabled=true nis:link/> <nis:link nis:type=tag nis:id=crut nis:value=CRUT nis:enabled=true nis:link/> <nis:link nis:type=tag nis:id=minister nis:value=minister nis:enabled=true nis:link/> <nis:link nis:type=tag nis:id=amabusseba nis:value=amabusseba nis:enabled=true nis:link/>
ରାଉରକେଲା; ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶନାରେ ରେ ଗାନ୍ଧୀ ଜାୟନ୍ତୀ ରୁ ରଘୁନାଥପାଲୀ ବିଜେଡି ର ପଦଯାତ୍ରା ଆରମ୍ଭ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=bjdodisha nis:value=bjdodisha nis:enabled=true nis:link/> <nis:link nis:type=tag nis:id=bjd nis:value=bjd nis:enabled=true nis:link/> <nis:link nis:type=tag nis:id=raghunathpalli nis:value=raghunathpalli nis:enabled=true nis:link/> <nis:link nis:type=tag nis:id=subrattarai nis:value=subrattarai nis:enabled=true nis:link/> <nis:link nis:type=tag nis:id=prasantasethi nis:value=prasantasethi nis:enabled=true nis:link/> <nis:link nis:type=tag nis:id=padyatra nis:value=padyatra nis:enabled=true nis:link/>
ରାଉରକେଲା; ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ବରଖାସ୍ତ ଦାବି ରେ ବାମପନ୍ଥୀ ଙ୍କ ବିକ୍ଷୋଭ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=raurkela nis:value=raurkela nis:enabled=true nis:link/> <nis:link nis:type=tag nis:id=cpi nis:value=cpi nis:enabled=true nis:link/> <nis:link nis:type=tag nis:id=cpim nis:value=cpim nis:enabled=true nis:link/> <nis:link nis:type=tag nis:id=electioncommissioner nis:value=electioncommissioner nis:enabled=true nis:link/> <nis:link nis:type=tag nis:id=gyaneshkumar nis:value=gyaneshkumar nis:enabled=true nis:link/> <nis:link nis:type=tag nis:id=demonstratation nis:value=demonstratation nis:enabled=true nis:link/>
SMS News Bureau Rourkela 

SOUTH EASTERN RAILWAY OBSERVES SWACHH BHARAT DIWAS

South Eastern Railway is observing Swachhata Hi Seva (SHS) 2026 campaign from 17th September to 2nd October & Swachhata Pakhwada from 1st October to 15th October, 2026.

As a part of this campaign, South Eastern Railway observed Swachh Bharat Diwas and celebrated Mahatma Gandhi Jayanti on the occasion of his Anniversary at SER Headquarters, Garden Reach on 02.10.2026.

As part of under ‘Ek Ped Maa Ke Naam’ programme, Shri Anil Kumar Jain, General Manager, South Eastern Railway, along with Shri Manish Jain, Additional General Manager and Principal Head of Departments undertook tree plantation at the Hospital Garden, North Colony. The plantation drive highlighted the importance of creating a greener and healthier environment.

A Walkathon was also organised, in which the General Manager, Additional General Manager, Principal Heads of Departments, other Senior officers and staff participated, spreading the message of cleanliness and healthy living.

General Manager, South Eastern Railway, administered the Swachhata Pledge to officers and staff, reaffirming their commitment to maintaining cleanliness and ensuring a clean and hygienic environment across Railway premises.

The General Manager, South Eastern Railway and other PHODs  garlanded the portrait of Mahatma Gandhi and paid floral tribute to the Father of the Nation.
To create greater public awareness about cleanliness and sanitation, a Nukkad Natak (street play) was presented by members of the Bharat Scouts & Guides. Through an engaging performance, the Scouts & Guides conveyed the importance of cleanliness, responsible waste disposal and active participation in the Swachh Bharat initiative.
The programmes organised by South Eastern Railway underscored the importance of collective participation in building a cleaner, greener and healthier environment, while commemorating the ideals and legacy of Mahatma Gandhi.
ରାଉରକେଲା; ଭିନ୍ନ ସ୍ବାଦ ର ପ୍ରଦର୍ଶନୀ ଓ ବିକ୍ରୀ ରାଉରକେଲା ଟ୍ରେଡ ଫେୟାର ଉଦଘାଟିତ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=rourkelatradefair nis:value=rourkelatradefair nis:enabled=true nis:link/> <nis:link nis:type=tag nis:id=exhibitioncumsale nis:value=exhibitioncumsale nis:enabled=true nis:link/> <nis:link nis:type=tag nis:id=sector13 nis:value=sector13 nis:enabled=true nis:link/> <nis:link nis:type=tag nis:id=melonground nis:value=melonground nis:enabled=true nis:link/>
SMS News Bureau Rourkela 

The 72nd Wildlife Week Celebration 2026 at the  Circle level was organized by Rourkela Forest Division to promote wildlife conservation, forest protection and Human–Wildlife Coexistence. The programme was graced by Hon’ble MLA, Rourkela Shri Sarada Prasad Nayak, Hon’ble MLA, Bonai Shri Laxman Munda, DIG, Rourkela, RCCF, Rourkela, DFO Sundargarh, DFO Keonjhar, DFO Deogarh,DFO Raurkela and DFO Bonai, along with senior forest officials and departmental staff. School students who secured prizes in the Sit & Draw Competition and Wildlife Knowledge Day were awarded and felicitated for their active participation in wildlife awareness. Sub-Divisional Wildlife Awards were also presented in recognition of notable contributions towards wildlife conservation and protection. Performers, DFOs and Rapid Response Team (RRT) members were also felicitated for their valuable contribution to wildlife conservation, forest protection and Human–Wildlife Conflict mitigation.
SMS News Bureau Rourkela 

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଉପଲକ୍ଷେ
ଶାନ୍ତି ଶୋଭାଯାତ୍ରା ଓ ସ୍ବଛତା ରାଲି ଅନୁଷ୍ଠିତ 

 ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଓ ରାଉରକେଲା ମହାନଗର ପକ୍ଷରୁ ରାଉରକେଲା ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଶାନ୍ତି ଶୋଭାଯାତ୍ରା ସହିତ ସ୍ବଛତା ରାଲି ଆୟୋଜନ କରାଯାଇଥିଲା।  ଏହି ଶୋଭାଯାତ୍ରା ରେ ମ୍ୟୁନିସିପାଲ କଲେଜ ଓ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ର ଛାତ୍ରଛାତ୍ରୀଙ୍କ ସହିତ ସ୍ବୟଂ ସହାୟକ ଗୋଷ୍ଠୀ , ସ୍ବଛ ସାଥୀ ମାନେ ଅଂଶ ଗ୍ରହଣ କରିଥିଲେ l 

ସ୍ଥାନୀୟ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସମ୍ମୁଖରୁ  ଏହି ଶୋଭାଯାତ୍ରା ବାହାରି ପାନପୋଷ ଛକ ଠାରେ ପହଞ୍ଚିଥିଲା l ପାନପୋଷ ଛକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ  ମୁଖ୍ୟ ଅତିଥି ଭାବରେ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ସମ୍ମାନୀୟ ଅତିଥି  ଭାବରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପାୟୁକ୍ତ ଅନୀତା ନାଏକ, ଉପାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫlତିମା ଏକ୍କା ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l  ଏହି ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ରଘୁପତି ରାଘବ ରାଜା ରାମ ଏବଂ ବୈଷ୍ଣବ ଜନ ତୋ ତେନେ କହିଏ ଭଜନ ଗାନ କରା ଯାଇଥିଲା। ଏହି ଅବସରରେ  ରାଉରକେଲା ମହାନଗର ନିଗମ ପକ୍ଷରୁ  ଆୟୋଜିତ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ  ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ  ଅଭିନବ କଳାକୃତି ପ୍ରଦର୍ଶନ ପ୍ରତିଯୋଗିତାର ବିଜେତାଙ୍କୁ  ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ରାଉରକେଲା ସରକାରୀ ଶିଳ୍ପ ପ୍ରତିଷ୍ଠାନ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜଗଦା ସ୍ଥିତ ଆମ୍ବେଦକର ଘରୋଇ ଶିଳ୍ପ ପ୍ରତିଷ୍ଠାନ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା।  

ଏହା ପୂର୍ବରୁ ସକାଳ ୫ ଘଟିକାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରରେ  ରାମଧୂନ ପରବେଷଣ କରାଯାଇଥିଲା l  ଏହି କାର୍ଯ୍ୟକ୍ରମର ପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ଓ ମହାନଗର ନିଗମ ଅଧିକାରୀ କର୍ମଚାରୀ ସହଯୋଗ କରିଥିଲେ l
ବିରମିତ୍ରପୁର; ଆନ୍ତର୍ଜାତିକ ହକି ଖେଳାଳୀ ଙ୍କ ଘର ହେଲା ଆଲୋକିତ। ବିଧାୟକ ଙ୍କୁ ପ୍ରଶଂସା।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=biramitrapur nis:value=biramitrapur nis:enabled=true nis:link/> <nis:link nis:type=tag nis:id=mla nis:value=mla nis:enabled=true nis:link/> <nis:link nis:type=tag nis:id=rohitjosephtirkey nis:value=rohitjosephtirkey nis:enabled=true nis:link/> <nis:link nis:type=tag nis:id=kiranekka nis:value=kiranekka nis:enabled=true nis:link/> <nis:link nis:type=tag nis:id=electrification nis:value=electrification nis:enabled=true nis:link/>
ରାଉରକେଲା; ରେଲୱେ ଷ୍ଟେସନ ର ଅଟୋ ରିକ୍ସା ଚାଳକ ଙ୍କ ସମସ୍ଯା ର ସମାଧାନ।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=rlystatation nis:value=rlystatation nis:enabled=true nis:link/> <nis:link nis:type=tag nis:id=grp nis:value=GRP nis:enabled=true nis:link/> <nis:link nis:type=tag nis:id=rpf nis:value=RPF nis:enabled=true nis:link/> <nis:link nis:type=tag nis:id=autodriver nis:value=Autodriver nis:enabled=true nis:link/> <nis:link nis:type=tag nis:id=parking nis:value=parking nis:enabled=true nis:link/>
SMS News Bureau Bhubaneswar 

ସହରର ବିଭିନ୍ନ ସମସ୍ୟାକୁ ନେଇ  ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ ।

 ସ୍ମାର୍ଟ ସିଟି ରାଉରକେଲାରେ ଦୀର୍ଘବର୍ଷ ଧରି କୌଣସି  ଗୃହ ନିର୍ମାଣ ଯୋଜନା ହୋଇନଥିବା ବେଳେ ଅପରପଟେ ସହରର ଜନସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି । ଫଳରେ ଲୋକମାନେ ରହିବା ପାଇଁ ବାସଗୃହ ଖଣ୍ଡେ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କର ଏହି ସମସ୍ୟାକୁ ନେଇ ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଆଜି ଭୁବନେଶ୍ୱରରେ ରାଜ୍ୟ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସରକାର ଏ ବିଷୟରେ  ଗମ୍ଭୀରତାର ସହିତବବିଚାର କରୁଛନ୍ତି । ଅତିଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏତଦ ବ୍ୟତୀତ ମନ୍ତ୍ରୀଙ୍କ ସହିତ ଆଲୋଚନା ବ୍ରଲେ  ଆଜି ରାଉରକେଲାରେ ଆମ ବସ ସେବା ବନ୍ଦ ଥିବା ଘଟଣା ସମ୍ବନ୍ଧରେ ଖବରପାଇ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ମନ୍ତ୍ରୀ ଡ଼ଃ ମହାପାତ୍ରଙ୍କ ଦୃଷ୍ଟ ଆକର୍ଷଣ କରିଥିଲେ । ଏହାପରେ ଆମ ବସ ସେବା ପରିଚାଳନା କରୁଥିବା ତଥା ପ୍ରକଳ୍ପ ମୁଖ୍ୟଙ୍କ ସହିତ ମଧ୍ୟ ଫୋନ ଯୋଗେ କଥା ହୋଇ ତୁରନ୍ତ ସମସ୍ୟାର ସମାଧାନ କରି ଆମ ବସ ସେବାକୁ ସ୍ୱାଭାବିକ କରିବା ପାଇଁ ପରାମର୍ଶ ଦେଇଥିଲେ ।
SMS News Bureau Rourkela 

ଆସନ୍ତା କାଲି ରାଉରକେଲା ବିଜେଡି ପକ୍ଷରୁ ପ୍ରତିବର୍ଷ ପରି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ ବିଜେଡି ରାଜ୍ୟ ସଭାପତି ନବୀନ ବାବୁଙ୍କ ନିର୍ଦେଶ ଅନୁଯାଇ, "ଜନ ସମ୍ପର୍କ ପଦ ଯାତ୍ରା" ପାନପୋଷ ଜଗନ୍ନାଥ ମନ୍ଦିର ଠାରୁ ସକାଳ ଆଠ ଘଟିକରେ ଆରମ୍ଭ ହେବ l

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=bjd nis:value=bjd nis:enabled=true nis:link/> <nis:link nis:type=tag nis:id=saradaprasadnayak nis:value=saradaprasadnayak nis:enabled=true nis:link/> <nis:link nis:type=tag nis:id=pradyumnatripathy nis:value=pradyumnatripathy nis:enabled=true nis:link/>
ରାଉରକେଲା; RMC ର ବେପରୁଆ ମନୋଭାବ ଯୋଗୁଁ ସାଧାରଣ ଜନତା ଅସୁବିଧା ଭୋଗିବା ସହ ସହରର ମାନ କ୍ଷୁର୍ଣ୍ଣ ହେଉଛି।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=rmc nis:value=RMC nis:enabled=true nis:link/> <nis:link nis:type=tag nis:id=commissioner nis:value=Commissioner nis:enabled=true nis:link/> <nis:link nis:type=tag nis:id=rlystatation nis:value=rlystatation nis:enabled=true nis:link/> <nis:link nis:type=tag nis:id=madhusudanmarg nis:value=madhusudanmarg nis:enabled=true nis:link/> <nis:link nis:type=tag nis:id=commonpeople nis:value=commonpeople nis:enabled=true nis:link/>
ରାଉରକେଲା; ସେକ୍ଟର 13 ମେଳନ ପଡିଆ ରେ ଭିନ୍ନ ସ୍ବାଦ ର ପ୍ରଦର୍ଶନୀ ରାଉରକେଲା ଟ୍ରେଡ ଫେୟାର ଆଜି ଠାରୁ ଆରମ୍ଭ 

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=sector13 nis:value=sector13 nis:enabled=true nis:link/> <nis:link nis:type=tag nis:id=melonground nis:value=melonground nis:enabled=true nis:link/> <nis:link nis:type=tag nis:id=rourkelatradefair nis:value=rourkelatradefair nis:enabled=true nis:link/> <nis:link nis:type=tag nis:id=expoeventmanagementgroup nis:value=expoeventmanagementgroup nis:enabled=true nis:link/>
ରାଉରକେଲା; CPC ଭୋଟର ତାଲିକା ଚଞ୍ଚକତା! ପୂଜା କମିଟି ପକ୍ଷରୁ ତିବ୍ର ଅସନ୍ତୋଷ। ପ୍ରଶାସନ ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ଦାବି।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=cpc nis:value=CPC nis:enabled=true nis:link/> <nis:link nis:type=tag nis:id=election nis:value=election nis:enabled=true nis:link/> <nis:link nis:type=tag nis:id=adm nis:value=adm nis:enabled=true nis:link/> <nis:link nis:type=tag nis:id=sprourkela nis:value=sprourkela nis:enabled=true nis:link/> <nis:link nis:type=tag nis:id=sdmpanposh nis:value=sdmpanposh nis:enabled=true nis:link/> <nis:link nis:type=tag nis:id=dycollector nis:value=dycollector nis:enabled=true nis:link/> <nis:link nis:type=tag nis:id=admoffice nis:value=admoffice nis:enabled=true nis:link/>
ରାଉରକେଲା; RSS ପକ୍ଷରୁ ୧୪ ଦଫା ଦାବିରେ ଗଞ୍ଜି ଓ ହାପ୍ ପ୍ୟାଣ୍ଟ୍ ପିନ୍ଧି ଅଭିନବ ଉପାୟରେ ଗଣଧାରଣା।

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=raurkela nis:value=Raurkela nis:enabled=true nis:link/> <nis:link nis:type=tag nis:id=rss nis:value=RSS nis:enabled=true nis:link/> <nis:link nis:type=tag nis:id=sail nis:value=SAIL nis:enabled=true nis:link/> <nis:link nis:type=tag nis:id=rsp nis:value=RSP nis:enabled=true nis:link/> <nis:link nis:type=tag nis:id=demonstratation nis:value=demonstratation nis:enabled=true nis:link/>
SMS News Bureau Rourkela 

ଆଜି ୧୬ ଦଫା ଦାବି ରେ ରାଉରକେଲା ଇସ୍ପାତ କାରଖାନା ର ସ୍ଵୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ରାଉରକେଲା ଶ୍ରମିକ ସଂଘ (RSS) ପକ୍ଷରୁ ବିଶ୍ରା ଛକ ଠାରେ ଗଣଧାରଣା ଦିଆଯାଇଛି। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଶ୍ରାଛକ ଠାରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହେବ।
ଇସ୍ପାତ କର୍ମଚାରୀଙ୍କ ପ୍ରମୁଖ ଦାବିଗୁଡ଼ିକ ହେଲା—
୧. ୩୯ ମାସର ଏରିଅର ତୁରନ୍ତ ପ୍ରଦାନ କରିବା।
୨. ଦଶମ ମଜୁରୀ ଚୁକ୍ତିନାମାକୁ ପୂର୍ଣ୍ଣାଙ୍ଗ କରିବା।
୩. Monthly Incentive Rewardର ପୁନଃମୂଲ୍ୟାୟନ କରିବା।
୪. ସମ୍ମାନଜନକ ASPLIS ବୋନସ୍ ପ୍ରଦାନ କରିବା।
୫. IGHର ଘରୋଇକରଣ ବନ୍ଦ କରିବା।
୬. Townshipର ଘରୋଇକରଣ ବନ୍ଦ କରିବା।
୭. ବାସଗୃହ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା।
ଏହା ସହିତ ଅନ୍ୟାନ୍ୟ ନ୍ୟାୟସଙ୍ଗତ ୯ଟି ଦାବି ସମେତ ମୋଟ ୧୬ ଦଫା ଦାବି ରହିଛି।
ବିରମିତ୍ରପୁର; NH ର ବାଇପାସ୍ ସପକ୍ଷରେ ପୂର୍ବତନ ବିଧାୟକ ଶଙ୍କର ଓରାମ 

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=nh nis:value=NH nis:enabled=true nis:link/> <nis:link nis:type=tag nis:id=bypass nis:value=Bypass nis:enabled=true nis:link/> <nis:link nis:type=tag nis:id=exmla nis:value=exmla nis:enabled=true nis:link/> <nis:link nis:type=tag nis:id=sankaroram nis:value=sankaroram nis:enabled=true nis:link/>
ରାଉରକେଲା; ସାଧାରଣ ଜନତା ଙ୍କୁ ଲୋଭ ଦେଖାଇ କରି ଆକାଉଣ୍ଟ ଖୋଲି ସେହି ଆକାଉଣ୍ଟ କୁ ସାଇବର ସିଣ୍ଡିକେଟ ରେ ବିକ୍ରୀ,ଦୁଇ ଅଭିଯୁକ୍ତ ଗିରଫ 

<nis:link nis:type=tag nis:id=smsnewsnetwork nis:value=smsnewsnetwork nis:enabled=true nis:link/> <nis:link nis:type=tag nis:id=rourkela nis:value=rourkela nis:enabled=true nis:link/> <nis:link nis:type=tag nis:id=sprourkela nis:value=sprourkela nis:enabled=true nis:link/> <nis:link nis:type=tag nis:id=digwr nis:value=digwr nis:enabled=true nis:link/> <nis:link nis:type=tag nis:id=cyberfraud nis:value=cyberfraud nis:enabled=true nis:link/>
SMS News Bureau Rourkela 

ଆଇଏଫଜିଏଲ ରିଫ୍ରାଟୋରିଜ ଲିମିଟେଡ ରେ ବୋନସ ଚୁକ୍ତିନାମ ସ୍ୱାକ୍ଷରିତ। 

କଲୁଙ୍ଗା, ଆଜି  କଲୁଙ୍ଗା ଶିଳ୍ପାଞ୍ଚଳ ସ୍ଥିତ ଆଇଏଫଜିଏଲ ରିଫ୍ରାଟୋରିଜ ଲିମିଟେଡ ର ମାନେଜମେଣ୍ଟ ସହିତ ସିଆଇଟିୟୁ ସହ ବନ୍ଧିତ ଆଇଏଫଜିଏଲ ରିଫ୍ରାଟୋରିଜ ଓର୍କସ ୟୁନିୟନ ଚଳିତ ବର୍ଷ ପାଇଁ ପୂଜା ବୋନସ ଚୁକ୍ତିନାମ ସ୍ୱାକ୍ଷରିତ ହୋଇଛି । ଉକ୍ତ ଚୁକ୍ତିନାମ ଅନୁଯାଇ କାରଖାନା ରେ କାମ କରୁଥିବା ସମସ୍ତ ସ୍ଥାୟୀ ଶ୍ରମିକ ମାନଙ୍କ ପାଇଁ ୨୧,୦୦୦ ଟଙ୍କା ବୋନସ ପ୍ରଦାନ ପାଇଁ  ସ୍ଥିର ହୋଇଥିବା ବେଳେ, କାରଖାନା ରେ କାମ କରୁଥିବା ଠିକା ଶ୍ରମିକ ମାନଙ୍କ ପାଇଁ ବାର୍ଷିକ ଦରମାର ୧୦% ବୋନସ ପ୍ରଦାନ ପାଇଁ  ସ୍ଥିର ହୋଇଛି । ଯାହାର ପରିମାଣ ବିଭିନ୍ନ ବର୍ଗର  ଶ୍ରମିକ ମାନଙ୍କ ପାଇଁ ୧୪,୭୦୦ ରୁ ଆରମ୍ଭ କରି ୧୯,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ । ଏହି ବୋନସ ରେ କାରଖାନାର ପ୍ରାୟ ୫୦୦ ସ୍ଥାୟୀ ଶ୍ରମିକ, କର୍ମଚାରୀ ଓ ୧୦୦୦ ରୁ ଉର୍ଦ୍ଧ ଠିକା ଶ୍ରମିକ ଲାଭବାନ ହେବେ । ଏହି ବୋନସ ଚୁକ୍ତିନାମ ରେ ୟୁନିୟନ ପକ୍ଷରୁ ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ, କାର୍ଯ୍ୟକାରୀ ସଭାପତି ଅଜିତ କୁମାର ଦାସ, କୋଷାଧ୍ୟକ୍ଷ ସିଡିଓ ମୁଣ୍ଡା, ସମ୍ପାଦକ ସୁଜିତ ସାମଲ, ସୁକାନ୍ତ ବିଶ୍ବାଳ, ବାଲାଷିସ ମିଞ୍ଜ ପ୍ରମୁଖ ସ୍ୱାକ୍ଷରିତ କରିଥିବା ବେଳେ ମାନେଜମେଣ୍ଟ ପକ୍ଷରୁ ପ୍ଲାଣ୍ଟ ହେଡ ବିକାଶେନ୍ଦୁ ମହାନ୍ତି, ଏଚ୍ଆର ହେଡ ରବିନାରାୟଣ ସାହୁ ଓ ଏଚ୍ଆର ତରୁଣ ସାହୁ ପ୍ରମୁଖ ସ୍ୱାକ୍ଷରିତ କରିଛନ୍ତି । ଏହି ବୋନସ ଚୁକ୍ତିନାମ ଯୋଗୁଁ କାରଖାନା ର  ଶ୍ରମିକ ମାନଙ୍କ ମଧ୍ଯ ରେ ଖୁସିର ଲହରି ଖେଳିଯାଇଛି ।