Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
image
image

SMS News Bureau Rourkela ଆନ୍ତଃ ରାଜ୍ୟ ଜୁଆ ଗ୍ଯାଙ୍ଗ ର ଅନ୍ୟତମ ସହଯୋଗୀ ଗିରଫ। ବହୁ ଚର୍ଚ୍ଚିତ ଆନ୍ତଃ ରାଜ୍ୟ ଜୁଆ ଗ୍ଯାଙ୍ଗ ର ଦୁଇ ମୁଖ୍ୟ ଆସାମୀ ସେକ୍ଟର ୧୫ ଥାନା ଅନ୍ତର୍ଗତ ଲୁହାକେରା ର ବାହାନ କଂସାରୀ ଓ ତାର ଭାଇ ଦିଲୀପ କଂସାରୀ କୁ ଗତ ୮ ତାରିଖ ରାଉରକେଲା ପୋଲିସ ଗିରଫ କରିବା ସହ ମୋଟା ଅଙ୍କର ନଗଦ ଟଙ୍କା,ସୁନା ଓ ରୂପା, ତିନୋଟି ଦାମୀ କାର୍ ଓ ୪ଟି ବାଇକ୍ ଜବତ୍ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ସହ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ମ୍ଯୁନିସପାଲ ହାଇସ୍କୁଲ, ପାନପୋଷ ର ଭିକି ସାହୁ (୩୬) କୁ ଆଜି ରଘୁନାଥପାଲୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଠାରୁ ଗୋଟିଏ ଆଇ ଫୋନ୍, ଗୋଟିଏ ଭିଭୋ ମୋବାଇଲ ଓ ନଗଦ ଦେଢ ଲକ୍ଷ ଟଙ୍କା ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି।

SMS News Bureau Rourkela ଆନ୍ତଃ ରାଜ୍ୟ ଜୁଆ ଗ୍ଯାଙ୍ଗ ର ଅନ୍ୟତମ ସହଯୋଗୀ ଗିରଫ। ବହୁ ଚର୍ଚ୍ଚିତ ଆନ୍ତଃ ରାଜ୍ୟ ଜୁଆ ଗ୍ଯାଙ୍ଗ ର ଦୁଇ ମୁଖ୍ୟ ଆସାମୀ ସେକ୍ଟର ୧୫ ଥାନା ଅନ୍ତର୍ଗତ ଲୁହାକେରା ର ବାହାନ କଂସାରୀ ଓ ତାର ଭାଇ ଦିଲୀପ କଂସାରୀ କୁ ଗତ ୮ ତାରିଖ ରାଉରକେଲା ପୋଲିସ ଗିରଫ କରିବା ସହ ମୋଟା ଅଙ୍କର ନଗଦ ଟଙ୍କା,ସୁନା ଓ ରୂପା, ତିନୋଟି ଦାମୀ କାର୍ ଓ ୪ଟି ବାଇକ୍ ଜବତ୍ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ସହ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ମ୍ଯୁନିସପାଲ ହାଇସ୍କୁଲ, ପାନପୋଷ ର ଭିକି ସାହୁ (୩୬) କୁ ଆଜି ରଘୁନାଥପାଲୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଠାରୁ ଗୋଟିଏ ଆଇ ଫୋନ୍, ଗୋଟିଏ ଭିଭୋ ମୋବାଇଲ ଓ ନଗଦ ଦେଢ ଲକ୍ଷ ଟଙ୍କା ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି। - Sundargarh Town News