କେରଳରେ ବଡ଼ ଦୁର୍ଘଟଣା: ସ୍କୁଟର ବଞ୍ଚାଇବାକୁ ଯାଇ ଓଲଟିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ ; ୩୫ ଆହତ I
କେରଳର ଏର୍ଣ୍ଣାକୁଲମ ଜିଲ୍ଲାରୁ ଏହି ଭିଡ଼ିଓଟି ସାମ୍ନାକୁ ଆସିଛି।
ସ୍କୁଟର ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏହି ବସ।
#KeralaNews #AccidentNews #BreakingNews #KeralaBusAccident #KalingaNews #OdishaUpdates
#ViralVideo #CCTVFootage #RoadSafety #ernakulam
@followers
Bhubaneswar M Corp, Khordha | Aug 27, 2026