"ବିୟର ଆବା" ବା "ବିୟର ବାବା"
ଧର୍ମ ଏବଂ ଆଧ୍ୟାତ୍ମିକତାର ମୁଖା ପିନ୍ଧି କିପରି କିଛି ଲୋକ ଏଭଳି ଅନ୍ଧବିଶ୍ୱାସ ଓ ଅଜବ କାର୍ଳକଳାପ ଚଳାଇଛନ୍ତି, ତାହା ଏହି ଭିଡିଓରୁ ସ୍ପଷ୍ଟ ଜାଣିହେଉଛି। ବର୍ତ୍ତମାନ ଏହି "ବିୟର ଆବା" ବା "ବିୟର ବାବା"ଙ୍କ ଭିଡିଓଟି ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ୍ ହେବାରେ ଲାଗିଛି ..
#BeerBaba #ViralVideo #OdiaNews #OdishaUpdates #TrendingNews #ShockingVideo #SocialMediaViral
#viralreelsシ
#viralpost
#viralvideoreelsfb
@followers
Bhubaneswar M Corp, Khordha | Aug 27, 2026