Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ସୁନ୍ଦରଗଡ ସହର: ଆମ୍ବପଡା ରେ ଖ୍ରୀଷ୍ଟୀୟ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ସାହୁଲ ପର୍ବ ପାଳିତ

ବାଲିଶଙ୍କରା ବ୍ଲକ ସଉନାମରା ପଞ୍ଚାୟତର ଆମ୍ବପଡ଼ାରେ ଖ୍ରୀଷ୍ଟିୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସାହୁଲ ପର୍ବ ପାଳିତ ହୋଇଯାଇଛି | ଏହି ପର୍ବରେ ଚାଷ କରାଯାଇଥିବା ନୂଆଁ ଖାଦ୍ୟଶସ୍ୟ ଯେପରି ବିରି, କୋଳଥ, ଝୁଡ଼ଙ୍ଗ, ସୋରିଷ, ନୂତନ ଧାନର ଚାଉଳରୁ ମଣ୍ଡା, ପିଠା ତିଆରି କରି ପ୍ରଥମେ ଯୀଶୁଙ୍କୁ ଅର୍ପଣ କରି ସାରିବା ପରେ ଗୁହାଳରେ ଥିବା ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଏ | କାରଣ, ଗାଈଗୋରୁ ଚାଷକାର୍ଯ୍ୟ ନିୟୋଜିତ ହୋଇ ଚାଷକାର୍ଯ୍ୟରେ ସାହାଯ୍ୟ କରିଥାନ୍ତି |

MORE NEWS

ରାଉରକେଲା; RMC ପକ୍ଷରୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।

#smsnewsnetwork #rourkela #RMC #harghartiranga #commissioner

ରାଉରକେଲା; RMC ପକ୍ଷରୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ। #smsnewsnetwork #rourkela #RMC #harghartiranga #commissioner

Sundargarh Town, Sundargarh | Aug 12, 2026

SMS News Bureau Rourkela 

ନେତା ହେବ ତ ପ୍ରଶାନ୍ତ ଭଳି, ସବୁବେଳେ ଲୋକ ଙ୍କ ସାଥିରେ !

ବିଜୁ ଜନତା ଦଳର ନେତା ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ସବୁଦିନ ଭଳି ଆଜି ସକାଳୁ ବନ୍ଧମୁଣ୍ଡା ବାହାରିଥିଲେ ଜନସାଧାରଣ ଙ୍କ ସେବାରେ। ଏହି ସମୟରେ ବିଶ୍ରା ଛକ ରୁ ତିଲକାନଗର ଯିବା ରାସ୍ତା ରେ ଗୋଟିଏ ଜାଗା ର ମଝି ଭାଗରେ ଏକ ବିରାଟ ବଡ଼ ଗାତ ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା ।ଏହା ତାଙ୍କ ନଜର ରେ ପଡ଼ିଥିଲା । ଜନସାଧାରଣ ଯିବା ଆସିବା ପାଇଁ ବହୁ ମାତ୍ରା ରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ନିଜ ଆଖିରେ ମଧ୍ୟ ଦେଖି ଅନୁତାପ କରି ତତକ୍ଷଣାତ ଏକ ସ୍ଲାଗ ଗାଡି ମଗାଇ ସେହି ଗାତ ଟି କୁ ପୂର୍ଣ୍ଣ କରାଇଥିଲେ। ଯାହାଫଳରେ ଜନସାଧାରଣ ଏଥି ରେ ଉପକୃତ ହୋଇଥିଲେ | ବନ୍ଧମୁଣ୍ଡା ଅଞ୍ଚଳବାସୀ ଏଥିରେ ଖୁସି ହୋଇ ପ୍ରଶାନ୍ତ ସେଠୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ରାସ୍ତା ରେ ଅନେକ ଗାତ ରହିଛି ଏହାର ମରାମତି ନିହାତି ଆବଶ୍ୟକ ଏ ଦିଗରେ ପ୍ରଶାନ୍ତ ଭାଇ ପଦକ୍ଷେପ ନେବେ ହେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।

SMS News Bureau Rourkela ନେତା ହେବ ତ ପ୍ରଶାନ୍ତ ଭଳି, ସବୁବେଳେ ଲୋକ ଙ୍କ ସାଥିରେ ! ବିଜୁ ଜନତା ଦଳର ନେତା ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ସବୁଦିନ ଭଳି ଆଜି ସକାଳୁ ବନ୍ଧମୁଣ୍ଡା ବାହାରିଥିଲେ ଜନସାଧାରଣ ଙ୍କ ସେବାରେ। ଏହି ସମୟରେ ବିଶ୍ରା ଛକ ରୁ ତିଲକାନଗର ଯିବା ରାସ୍ତା ରେ ଗୋଟିଏ ଜାଗା ର ମଝି ଭାଗରେ ଏକ ବିରାଟ ବଡ଼ ଗାତ ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା ।ଏହା ତାଙ୍କ ନଜର ରେ ପଡ଼ିଥିଲା । ଜନସାଧାରଣ ଯିବା ଆସିବା ପାଇଁ ବହୁ ମାତ୍ରା ରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ନିଜ ଆଖିରେ ମଧ୍ୟ ଦେଖି ଅନୁତାପ କରି ତତକ୍ଷଣାତ ଏକ ସ୍ଲାଗ ଗାଡି ମଗାଇ ସେହି ଗାତ ଟି କୁ ପୂର୍ଣ୍ଣ କରାଇଥିଲେ। ଯାହାଫଳରେ ଜନସାଧାରଣ ଏଥି ରେ ଉପକୃତ ହୋଇଥିଲେ | ବନ୍ଧମୁଣ୍ଡା ଅଞ୍ଚଳବାସୀ ଏଥିରେ ଖୁସି ହୋଇ ପ୍ରଶାନ୍ତ ସେଠୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ରାସ୍ତା ରେ ଅନେକ ଗାତ ରହିଛି ଏହାର ମରାମତି ନିହାତି ଆବଶ୍ୟକ ଏ ଦିଗରେ ପ୍ରଶାନ୍ତ ଭାଇ ପଦକ୍ଷେପ ନେବେ ହେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।

Sundargarh Town, Sundargarh | Aug 12, 2026

ରାଉରକେଲା; ବୁଲା ଗାଈଗୋରୁ ଙ୍କୁ ରିଫାକ୍ଟିଭ ରେଡିୟମ ବେଲଟ୍ ପିନ୍ଧା କାର୍ଯ୍ୟକ୍ରମ ର ଶୁଭାରମ୍ଭ 

#smsnewsnetwork #rourkela #rmc #commissioner #VeterinaryCare

ରାଉରକେଲା; ବୁଲା ଗାଈଗୋରୁ ଙ୍କୁ ରିଫାକ୍ଟିଭ ରେଡିୟମ ବେଲଟ୍ ପିନ୍ଧା କାର୍ଯ୍ୟକ୍ରମ ର ଶୁଭାରମ୍ଭ #smsnewsnetwork #rourkela #rmc #commissioner #VeterinaryCare

Sundargarh Town, Sundargarh | Aug 12, 2026