Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
भाजपा
Accident
Congress
Modi
Delhi
Viral
Up
Bollywood
दिल्ली
Breakingnews
महिला
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Sdm
Uttarakhand
2008sanjib
SMS News Bureau Rourkela ପି ପି ରାୟ ଙ୍କ ଫର୍ଟିଲାଇଜର ଘର ଅଭିଯୋଗ ସତ୍ୟାସତ୍ୟ ନେଇ ଆପତ୍ତି ଆଣିଲେ ଘର ମାଲିକ ସରୋଜ ବେହେରା। ଗତକାଲି ସଚେତନ ନାଗରିକ ମଞ୍ଚ ର ସାଧାରଣ ସମ୍ପାଦକ ପି ପି ରାୟ ଫର୍ଟିଲାଇଜର E/116 ଘର ସମ୍ମୁଖରେ ନିର୍ମାଣଧିନ ଘର କୁ ଆକ୍ଷେପ କରି ଏକ ମତ ପୋଷଣ କରିଥିଲେ। ମାତ୍ର ଉକ୍ତ ଘରର ମାଲିକ ସରୋଜ ବେହେରା ସେ ନେଇ ମତ ରଖି କହିଛନ୍ତି ଯେ ଉକ୍ତ ଘର ତାଙ୍କ ସ୍ତ୍ରୀ ଙ୍କ ନାମରେ ଥିବା ବେଳେ ସେ ତାଙ୍କ ଦୁଇ ପୁଅ ବ୍ୟାଙ୍କ ରୁ ଆବଶ୍ୟକୀୟ 2 କୋଟି ଋଣ ନେଇ ନିର୍ମାଣ କରୁଛନ୍ତି।ଘରର ସମସ୍ତ ପ୍ଲାନ ଓ ଅନୁମତି RDA ଠାରୁ ନେଇଛନ୍ତି। ତେଣୁ ପି ପି ରାୟ ଙ୍କ ଅଭିଯୋଗ ମିଥ୍ୟା ଓ କଳ୍ପୋକଳ୍ପିତ।ଏ ନେଇ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛନ୍ତି। ଏବେ ଏ ଘଟଣା ରୋଚକ ମୋଡ଼ ରେ ଥିବା ବେଳେ ପି ପି ରାୟ କେଉଁ ଆଧାରରେ ଏପରି କହିଲେ ତାହା ତଦନ୍ତ ପରିସରଭୁକ୍ତ। #smsnewsnetwork #rourkela #fertilizertownship #ppray #sarojbehera #alligaation
Sundargarh Town, Sundargarh
| Aug 26, 2026
#smsnewsnetwork
#rourkela
#fertilizertownship
#ppray
#sarojbehera
#alligaation
MORE NEWS
Sundargarh Town, Sundargarh | Aug 26, 2026
ରାଉରକେଲା; ରାଜ୍ୟ ବାହାରେ ଥିବା ଓଡିଆ ଶିଶୁ ଶ୍ରମିକ ଙ୍କୁ ଖୋଜି ଉଦ୍ଧାର ପ୍ରକ୍ରିୟା ଅପରେସନ ଅନ୍ୱେଷଣ ଆରମ୍ଭ ହେବାକୁ ଯାଉଛି। #smsnewsnetwork #rourkela #operationanweshan #digwr #sprkl
Sundargarh Town, Sundargarh | Aug 26, 2026
ବିରମିତ୍ରପୁର; ବିଧାୟକ କଲେ ଜନଶୁଣାଣୀ ସମସ୍ୟା ଶୁଣି ସମାଧାନ କଲେ ଲୋକ ଙ୍କ ସମସ୍ଯା #smsnewsnetwork #biramitrapur #publicgrivance #mla #solved #rohitjosephtirkey
Sundargarh Town, Sundargarh | Aug 25, 2026
ବଣେଇ; ସର୍ପଘାତ ରେ ୪ ଜଣ ଙ୍କ ଶୋଚନୀୟ ମୃତ୍ୟୁ। #smsnewsnetwork #bonai #snakebite #death #sdmbonai #CHC
Sundargarh Town, Sundargarh | Aug 25, 2026
ରାଉରକେଲା; ରିଲ୍ ନିଶା ରେ ଯୁବତୀ, ରାସ୍ତା ଉପରେ ନାଚିଲେ,ମାନିଲେନି ଟ୍ରାଫିକ ନିୟମ,ଲୋକ ଦେଖି କାବା! ପ୍ଲୁଟୋନ ମଲ୍ ସମ୍ମୁଖ ରିଙ୍ଗ ରୋଡ। #smsnewsnetwork #rourkela #chhend #ringroad #reels #youngmass #traffic
Sundargarh Town, Sundargarh | Aug 25, 2026
ରାଉରକେଲା; କେନ୍ଦ୍ର ମନ୍ତ୍ରୀ ଙ୍କ ଜିଲ୍ଲା ପ୍ରତିନିଧି ଙ୍କର ଫର୍ଟିଲାଇଜର ଆଲିସାନ ବଙ୍ଗଳା ର ଖୁଲାସା କଲେ ସଚେତନ ନାଗରିକ ମଞ୍ଚ ର ସାଧାରଣ ସମ୍ପାଦକ ପତିତପାବନ ରାୟ। ଘର ର ସତ୍ୟାସତ୍ୟ ତଦନ୍ତ ସାପେକ୍ଷ। #smsnewsnetwork #rourkela #fertilizertownship #ppray #khusbooyadav #districtrepresentative #minister #bjp #bunglow
Sundargarh Town, Sundargarh | Aug 25, 2026
କଲୁଙ୍ଗା; କାବେରୀ ପେଣ୍ଟସ୍ ରେ ଅଗ୍ନିକାଣ୍ଡ, କୋଟି ଟଙ୍କା ରୁ ଉର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ।୧୦ ଟି ଦମକଳ କଲା ନିଆଁ କୁ ଆୟତ୍ତ #smsnewsnetwork #kalunga #kaveripaints #fire #afo #rishabjaiswal
Sundargarh Town, Sundargarh | Aug 25, 2026
ରାଉରକେଲା; ଲଜ୍ଯା !! ବାପ ନାଁ ରେ ଝିଅ ର ସଙ୍ଗୀନ ଅଭିଯୋଗ,ଜୋର ଜବରଦସ୍ତି କରୁଥିଲେ ଶାରୀରିକ ଶୋଷଣ, ଅଭିଯୁକ୍ତ ବାପ କୋର୍ଟ ଚାଲାଣ #smsnewsnetwork #rourkela #uditnagarps #sprourkela #rape #case
Sundargarh Town, Sundargarh | Aug 25, 2026