ରାୟଗଡା: ରାୟଗଡ଼ା ପୋଲିସର ପ୍ରାତଃକାଳୀନ ବ୍ରିଫିଂ: ସୁଦୃଢ଼ ହେଉଛି ଶୃଙ୍ଖଳା ଓ ସମନ୍ୱୟ
ରାୟଗଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ପ୍ରତିଦିନ ସକାଳେ ଅନୁଷ୍ଠିତ ହେଉଛି ପ୍ରାତଃକାଳୀନ ବ୍ରିଫିଂ ବା ସମୀକ୍ଷା ବୈଠକ। ଏହି ବୈଠକ ପୋଲିସର କାର୍ଯ୍ୟଗତ ପ୍ରସ୍ତୁତି, ସମନ୍ୱୟ ଏବଂ ଶୃଙ୍ଖଳାକୁ ସୁଦୃଢ଼ କରିବାରେ ସହାୟକ ହେଉଛି।