ପାର୍ବଣ ଋତୁ ଆରମ୍ଭ ରୁ ଗାଁ ଝିଅ ମାନେ ପାଳନ କରିଥାନ୍ତି ଖୁଦୁରୁକୁଣୀ ଓଷା।କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଭଣ୍ଡାରିଡ଼ିହା ଏବଂ ପଦନପୁର ଗାଁ।ଗାଁରେ ଖୁଦୁରୁକୁଣୀ ଓଷାର ଶେଷ ରବିବାର ଥିଲା ଉତ୍ସବମୁଖର।
#Khudurukuniossa #bhandaridiha #padanapur #ghasipura
#kendujhar #Odisha #odiaparampara
Anandapur, Kendujhar | Sep 28, 2026