Public App Logo
Profile Picture

Kendujhar Halchal

@kendujharhalchal
103Followers
0Following
ବେଆଇନ ବାଲି ଟ୍ରାକ୍ଟର ଲୋଡିଂ କୁ ନେଇ ୨ ଟ୍ରାକ୍ଟର ଡ୍ରାଇଭର ଙ୍କ ମଧ୍ୟରେ ସଂଘର୍ଷ। ଉଭୟ ଆହତ ଅବସ୍ଥାରେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି। ଘସିପୁରା ଥାନା ତରିମୂଳ ଗାଁରେ ସେଣ୍ଢେଇ ନଦୀରୁ ବେଆଇନ ବାଲି ଲୋଡିଂ ଘଟଣା କୁ କେନ୍ଦ୍ରକରି ୨ ଟ୍ରାକ୍ଟର ଡ୍ରାଇଭର ହାତାହାତି। ଗାଁର ମିଥୁନ ପାତ୍ର ନାମକ ଯୁବକ ନିଜ ପତ୍ନୀ କୁ ନେଇ ବାଇକ ରେ ଯାଉଥିବା ସମୟରେ ବାପୁନ ମଲ୍ଲିକ ସେମାନଙ୍କୁ ଅଚାନକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି।
<nis:link nis:type=tag nis:id=tarimul nis:value=tarimul nis:enabled=true nis:link/> <nis:link nis:type=tag nis:id=ghasipura nis:value=ghasipura nis:enabled=true nis:link/> <nis:link nis:type=tag nis:id=anandapur nis:value=anandapur nis:enabled=true nis:link/> <nis:link nis:type=tag nis:id=kendujhar nis:value=kendujhar nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> 
<nis:link nis:type=tag nis:id=kendujharhalchal nis:value=kendujharhalchal nis:enabled=true nis:link/>
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷ ଶାସନ ଅବସରରେ ମନ୍ଦିରରେ ପୂଜାର୍ଚନା,ଖାଳିଆମେଣ୍ଟା ମଣ୍ଡଳ ସଭାପତି ଯୋଗେନ୍ଦ୍ର ବାବୁ ଦାସଙ୍କ ନେତୃତ୍ୱରେ ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମର ବାବା ମହେଶ ମନ୍ଦିର ରେ ପୂଜାର୍ଚନା କରାଯାଇଥିଲା।
<nis:link nis:type=tag nis:id=bjpodisha nis:value=BJPOdisha nis:enabled=true nis:link/> <nis:link nis:type=tag nis:id=narangapur nis:value=narangapur nis:enabled=true nis:link/>  <nis:link nis:type=tag nis:id=ghasipurabjp nis:value=ghasipurabjp nis:enabled=true nis:link/> <nis:link nis:type=tag nis:id=kendujharbjp nis:value=kendujharbjp nis:enabled=true nis:link/> 
<nis:link nis:type=tag nis:id=ghasipura nis:value=ghasipura nis:enabled=true nis:link/> <nis:link nis:type=tag nis:id=kendujhar nis:value=kendujhar nis:enabled=true nis:link/> <nis:link nis:type=tag nis:id=odisha nis:value=odisha nis:enabled=true nis:link/> <nis:link nis:type=tag nis:id=anantanayak nis:value=AnantaNayak nis:enabled=true nis:link/> <nis:link nis:type=tag nis:id=kendujharhalchal nis:value=kendujharhalchal nis:enabled=true nis:link/>
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨ ବର୍ଷ ଶାସନ ଅବସର ରେ ଘସିପୁରା ବ୍ଲକ କଇଁଷିଆରୀ ଗାଁରେ ପୂଜାର୍ଚନା। ଦୀର୍ଘାୟୁ କାମନା ସହିତ ଆଗକୁ ଦେଶର ସର୍ବାଙ୍ଗୀନ ବିକାଶ ଆଶାରେ ଏହି ପୂଜାର୍ଚନା କରାଯାଇଥିବା ପ୍ରକାଶ କରିଛନ୍ତି।
<nis:link nis:type=tag nis:id=bjpodisha nis:value=BJPOdisha nis:enabled=true nis:link/> <nis:link nis:type=tag nis:id=gadabandhagoda nis:value=Gadabandhagoda nis:enabled=true nis:link/> <nis:link nis:type=tag nis:id=ghasipurabjp nis:value=ghasipurabjp nis:enabled=true nis:link/> <nis:link nis:type=tag nis:id=kendujharbjp nis:value=kendujharbjp nis:enabled=true nis:link/> 
<nis:link nis:type=tag nis:id=ghasipura nis:value=ghasipura nis:enabled=true nis:link/> <nis:link nis:type=tag nis:id=kendujhar nis:value=kendujhar nis:enabled=true nis:link/> <nis:link nis:type=tag nis:id=odisha nis:value=odisha nis:enabled=true nis:link/> <nis:link nis:type=tag nis:id=anantanayak nis:value=AnantaNayak nis:enabled=true nis:link/> <nis:link nis:type=tag nis:id=kendujharhalchal nis:value=kendujharhalchal nis:enabled=true nis:link/>
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଠାରେ ରବି ଫସଲ କ୍ଷେତ୍ର ଦିବସ ପାଳିତ,କାର୍ଯ୍ୟକ୍ରମ ରେ କୃଷି ବିଭାଗର ଅଧିକାରୀ ଯୋଗ ଦେଇ ଉପସ୍ଥିତ କୃଷକ ମାନଙ୍କୁ  ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ  ଅବଗତ କରାଇଥିଲେ,ଏହି ଚାଷୀ ସଚେତନତା ଶିବିରରେ ଶତାଧିକ ମହିଳା ଓ ପୁରୁଷ ଚାଷୀ ଯୋଗ ଦେଇ  ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ।
<nis:link nis:type=tag nis:id=keshadurapal nis:value=keshadurapal nis:enabled=true nis:link/> <nis:link nis:type=tag nis:id=ghasipura nis:value=ghasipura nis:enabled=true nis:link/> <nis:link nis:type=tag nis:id=anandapura nis:value=anandapura nis:enabled=true nis:link/> <nis:link nis:type=tag nis:id=kendujhar nis:value=kendujhar nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> 
<nis:link nis:type=tag nis:id=kendujharhalchal nis:value=kendujharhalchal nis:enabled=true nis:link/>
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ OPSC କୃତୀଙ୍କୁ ସମ୍ବର୍ଦ୍ଧନା ଓ PMJJBY ଦାବି ରାଶି ବଣ୍ଟନ,କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ,ଖାଳିଆମେଣ୍ଟା ଶାଖା ପକ୍ଷରୁ OPSC ପରୀକ୍ଷାରେ ୧୮୫ତମ ରାଙ୍କ ହାସଲ କରିଥିବା କୃଷ୍ଣଚନ୍ଦ୍ର ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା।
<nis:link nis:type=tag nis:id=odishagraminbank nis:value=odishagraminbank nis:enabled=true nis:link/> <nis:link nis:type=tag nis:id=khaliamenta nis:value=khaliamenta nis:enabled=true nis:link/> <nis:link nis:type=tag nis:id=ghasipura nis:value=ghasipura nis:enabled=true nis:link/> <nis:link nis:type=tag nis:id=kendujhar nis:value=kendujhar nis:enabled=true nis:link/> 
<nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=kendujharhalchal nis:value=kendujharhalchal nis:enabled=true nis:link/>
ଭଗାନଇ ମଦନପୁର ବାଇପାସ୍ ରାସ୍ତା ନିର୍ମାଣକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିକ୍ରିୟା,ଘସିପୁରା ବ୍ଲକ୍ ମଦନପୁର ପଞ୍ଚାୟତ କାନପୁର-ଭଗାନଈ ରାସ୍...
ଅଖିଳ ବିଶ୍ବ ଗାୟତ୍ରୀ ପରିବାର, କେନ୍ଦୁଝର ତଥା ଘସିପୁରା ବ୍ଲକ ସମନ୍ବୟ ସମିତି ଆନୁକୁଲ୍ଯରେ ଘସିପୁରା ବ୍ଲକର  ବିଭିନ୍ନ ବିଦ୍ଯାଳୟରେ କାର୍ଯ୍ଯରତ...
<nis:link nis:type=tag nis:id=ଓଡ଼ିଶା_ପ୍ରଶାସନିକ_ସେବା_ପରୀକ୍ଷାରେ_ପ୍ରଥମ nis:value=ଓଡ଼ିଶା_ପ୍ରଶାସନିକ_ସେବା_ପରୀକ୍ଷାରେ_ପ୍ରଥମ nis:enabled=true nis:link/> ସ୍ଥାନ ଅଧିକାର କରିଥିବା <nis:link nis:type=tag nis:id=କେନ୍ଦୁଝର_ଜିଲ୍ଲାର_ବୁବୁନ_ସାହୁଙ୍କୁ nis:value=କେନ୍ଦୁଝର_ଜିଲ୍ଲାର_ବୁବୁନ_ସାହୁଙ୍କୁ nis:enabled=true nis:link/> ଲୋକସେବା ଭବନରେବସମ୍ବର୍ଦ୍ଧିତ କ...
ଧୂମଧାମ ରେ ପାଳିତ ହେଲା ବକରିଦ ପର୍ବ,ପରସ୍ପରକୁ ଆଲିଙ୍ଗନ କରି  ଶୁଭେଛା ଜଣାଇଲେ ମୁସଲମାନ ଭାଇ ଭଉଣୀ,ଘସିପୁରା ବ୍ଲକ ପଞ୍ଚହରା ଗ୍ରାମର ମୁସଲମାନ...
ଧୂମଧାମ ରେ ପାଳିତ ହେଲା ବକରିଦ ପର୍ବ, ପରସ୍ପରକୁ ଆଲିଙ୍ଗନ କରି  ଶୁଭେଛା ଜଣାଇଲେ ମୁସଲମାନ ଭାଇ ଭଉଣୀ,ଘସିପୁରା ବ୍ଲକ ପଣ୍ଡୁଆ  ଗ୍ରାମର ମୁସଲମା...
ଓଡିଶା ପ୍ରଶାସନିକ ସେବା ଓଏସ୍  ପରୀକ୍ଷା ରେ ୧ନଂ ରିୟାଙ୍କରେ ସ୍ଥାନ ପାଇ ଗୌରବ ଆଣିଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଟୋଲଙ୍କପଡା ଗ୍ରାମ...
ଘସିପୁରା ବ୍ଲକ କଇଁସିଆରୀ ଗୌଡିଓ ମଠରେ ପଖାଳ ମହୋତ୍ସବ ଅନୁଷ୍ଠିତ,ମଠର ଆରାଧ୍ଯ ପ୍ରଭୁ ପତିତପାବନଙ୍କ ନିକଟରେ ସୁସ୍ବାଦୁ ବ୍ଯଞ୍ଜନ ସହ ଦହି ପଖାଳ ...
ଘସିପୁରା ବ୍ଲକ୍ ନୂଆପଡ଼ା ସ୍ଥିତ ଅମୂଲ୍ୟ ପହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମିଳିଛି ଅପୂର୍ବ ସଫଳତା ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା +୨ ବି...
ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଶହ ଶହ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ
ବିଜେଡି ପକ୍ଷରୁ ନାରୀ ଅଧିକାର ସମାବେଶକୁ କାଉଣ୍ଟର କଲା...
ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ,ହାଟଡିହି ବ୍ଲକରେ ଆଜି ମହିଳା ବିଜୁ ଜନତା ଦଳ ପକ୍ଷରୁ ଆୟୋ...
ଆନନ୍ଦପୁର ଉପଖଣ୍ଡ ଠିକାଦାର ସଂଘ ପକ୍ଷରୁ  ଆଲୋଚନା ଚକ୍ର ଅନୁଷ୍ଠିତ,କେନ୍ଦୁଝର ଜିଲ୍ଲା
ଘସିପୁରା ବ୍ଲକ ଗଁପୁର ଠାରେ ଯୋଗ ଦେଲେ ୫ ବ୍ଲକର ଅନେକ ଠ...
ଖରିଫ ଧାନ ପରେ ପତିତ ଜମିରେ ପର୍ଯ୍ଯାୟ ଭିତ୍ତିକ ରବି ଫସଲ  ଉତ୍ପାଦନ ନିମନ୍ତେ ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ ଅନ୍ତର୍ଗତ  କଇଁସିଆରୀ ଗ୍...
ଘସିପୁରା ନିର୍ବାଚନ ମଣ୍ଡଳୀ ରେ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା। ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ <nis:link nis:type=tag nis:id=ଘସିପୁରା nis:value=ଘସିପୁରା nis:enabled=true nis:link/> ନିର୍...
ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ <nis:link nis:type=tag nis:id=ଘସିପୁରା nis:value=ଘସିପୁରା nis:enabled=true nis:link/> ନିର୍ବାଚନ ମଣ୍ଡଳୀ <nis:link nis:type=tag nis:id=ରାମଚନ୍ଦ୍ରପୁର nis:value=ରାମଚନ୍ଦ୍ରପୁର nis:enabled=true nis:link/> ମଣ୍ଡଳରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ...
ଦେବାର ମଜା ନେବାରେ ନଥାଏ ଏହି ଉକ୍ତି କୁ ପଲ୍ଲୀ ରୁ ଦିଲ୍ଲୀ ଯାଏଁ ପ୍ରମାଣିତ କରିଦେଇଛି ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ,୧୩ ତମ ଆର୍ଟ ଅଫ ଗିଭି...
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଗଁପୁର ପଞ୍ଚାୟତ କାଟେଣି ଗ୍ରାମରେ ଦିର୍ଘ ୫ଦିନ ହେବ
ପାଇପ ଲାଇନ୍ ରେ ପାଣି ଆସୁନଥିବାରୁ ନହଙ୍ଗି-କାଟେଣି ରାସ...
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମର କୁସେଇ ନଦୀ କୁଳରେ ଥିବା ହନୁମାନ ମନ୍ଦିରର ୧୬ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁ...
ଟିପିଏନଓଡିଏଲ ବିରୋଧରେ ତାତିଲେ ଠିକା କର୍ମଚାରୀ,ବେଆଇନ ଛଟେଇ କୁ ବିରୋଧ କରି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଟିପିଏନଓଡିଏଲ କାର୍ଯ୍ୟାଳୟ ସମ୍...
ଗାୟତ୍ରୀ କମ୍ପାନି ଦ୍ବାରା ଗଛିତ ଚିପ୍ସ  ହଡପ  ଘଟଣାରେ ଗିରଫ  ସୁନନ୍ଦ ପାତ୍ରଙ୍କ ବିସ୍ଫୋରକ ବୟାନ।
କଳୁଷିତ କଳି କାଳରେ ହରିଚରିତ ଶ୍ରବଣ ପୂର୍ବକ ଆଧ୍ୟାତ୍ମିକ ବାଦୀ ହେବା ଉପଲକ୍ଷେ ବୃନ୍ଦାବନ ନିବାସୀ ମହାରାଜ ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ...