Public App Logo
#ବନ୍ୟା ପାଣିରେ ବୁଡିଲା ମଧୁବନ ତଳିଆ ଅଞ୍ଚଳ....... #ଉପରମୁଣ୍ଡା ବର୍ଷାପାଣି ପହଁଚିଲା ପରେ ବଳଙ୍ଗରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି..... #ଉଦ୍ଧାରକାର୍ଯ୍ୟ ଜାରି ରଖିଛି ଓଡ୍ରାଫ୍ଟ ଏବଂ ଅଗ୍ନିଶମ ଦଳ..... #ଉପଜିଲ୍ଲାପାଳ,ପୌରପାଳିକା ନିର୍ବାହୀ ଅଧିକାରୀ,ତହସିଲଦାର,ନିଜେ ଉପସ୍ଥିତ ରହି ବନ୍ୟା ପରିସ୍ଥିତିର ତଦାରଖ କରୁଥିଲେ।।।।।। #Mayurbhanj #baripada - Baripada Town News