Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ବରେଇପାଲିରେ ସଡ଼କ ଦୁର୍ଘଟଣା, ଜଣେ ବୁଢ଼ୀ ମହିଳା ଆହତ

Sambalpur M, Sambalpur | Nov 21, 2025
ମହାନଗର ନିଗମ ଅନ୍ତର୍ଗତ ବରେଇପାଲିରେ ସଡ଼କ ଦୁର୍ଘଟଣା, ଜଣେ ବୁଢ଼ୀ ମହିଳା ଆହତ ମିଳିଥିବା ସୂଚନା ଅନୁଯାଇ ଆଜି ଦିନ ପ୍ରାୟ 12ଟାରେ ଜଣେ ବୁଢ଼ୀ ମହିଳା ରାସ୍ତା ରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଜଣେ ଯୁବକ ସ୍କୁଟି ରେ ଧକ୍କା ଦେଇଥିଲା l ସେପଟେ ମହିଳା ଜଣକ ରାସ୍ତାରେ ପଡି ଆହତ ହେଇଥିଲେ l ତାଙ୍କୁ ସ୍ଥାନୀୟଲୋକେ ତୁରନ୍ତ ମେଡିକାଲକୁ ନେଇଥିବା ଜଣାପଡିଛି l

MORE NEWS