Public App Logo
Jansamasya
Uttarakhand
Crimenews
Education
China
Bareilly
���्रशासन
Agra
Politics
Abvp
���ायल
Fatehpur
Jodhpur
Uppolice
Live
Westbengal
Farrukhabad
Mirzapur
Raebareli
Rain
Tikamgarh
Prayagraj
Muzaffarnagar
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
No video available

କୋଦଳା: ସାତନଳ ଠାରେ ନିଜ ମାଆଙ୍କ ନାମରେ ନାମିତ ବିଦ୍ୟାପୀଠକୁ ଗସ୍ତ କଲେ ସାଂସଦ

Kodala, Ganjam | Nov 6, 2024
ଆସିକା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ବୁଧବାର ଦିନ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି । ଏହି ସମୟରେ ନିଜ ମାଆ ତଥା ଆସିକା ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନାମରେ ନମିତା ସାତନଳ ସ୍ଥିତ କୁମୁଦିନୀ ବିଦ୍ୟାପୀଠ ଗସ୍ତ କରିଥିଲେ । ଏହି ବିଦ୍ୟାପୀଠର ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ବୁଝି ଥିଲେ । ନିଜ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ନାମରେ ଏକ ପାଠାଗାର ଖୋଲିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହାପରେ ବିଦ୍ୟାପୀଠର କ୍ଲାସ ରୁମ ଖେଳପଡିଆ ଆଦି ବୁଲି ଦେଖିଥିଲେ ।
କୋଦଳା: ସାତନଳ ଠାରେ ନିଜ ମାଆଙ୍କ ନାମରେ ନାମିତ ବିଦ୍ୟାପୀଠକୁ ଗସ୍ତ କଲେ ସାଂସଦ - Kodala News