Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
mahimatv
ଏ ମହାପୁରୁଷ ମାନେ କିଏ, କାହିଁକି ମୁହଁ ଘୋଡାଇ ନିଆଁ ଯାଉଛି #mahimatv #dmbalasore #spbalasore #loteria #police #viralreels #viralreelschallenge #viralpost #reelsviral #reelsviralシ #reelschallenge #reelsinstagraminindia
Basta, Balasore
| Aug 18, 2026
#mahimatv
#dmbalasore
#spbalasore
#loteria
#police
#viralreels
#viralreelschallenge
#viralpost
#reelsviral
#reelsviralシ
#reelschallenge
#reelsinstagraminindia
MORE NEWS
#ବନ୍ୟା_ବିପନ୍ନଙ୍କୁ_ବିଜେପି_ବିଧାୟକ_ପ୍ରଥୀ_ଙ୍କ_ଧକ୍କା ! #ନାଲି_ଆଖି_ଦେଖାଇ_ମାଡ_ମାରିବାର_ଧମକ_ସାଂସଦ_ଙ୍କ_ପିଏ ବାଲେଶ୍ବର ବନ୍ୟା ବିପନ୍ନଙ୍କୁ ଜଳେଶ୍ବର ବିଜେପି ବିଧାୟକ ପ୍ରଥୀ ବ୍ରଜମୋହନ ପ୍ରଧାନ ଧକ୍କା ମାରିଥିବା ଅଭିଯୋଗ । ଜଳ ବନ୍ଦିରେ ଥିବା ଲୋକେ ସମସ୍ୟା ଜଣେଇଲେ ସମାଧାନ କି ଆଶ୍ୱାସନା ମିଳିବା ପରିବର୍ତ୍ତେ ଧକ୍କା ମାରି ନାଲି ଆଖି ଦେଖାଇ ମାଡ ମାରିବାର ଧମକ ଦେଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ପିଏ ଚନ୍ଦ୍ରବିନ୍ଦୁ ଦାସ । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ବର, ଭୋଗରାଇ , ବାଲିଆପାଳ ବ୍ଳକ ର ସତାଥିକ ଗାଁ ଜଳ ବନ୍ଦୀ ରେ ରହିଛନ୍ତି । ଆଜି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜଳେଶ୍ଵର ବିଜେପି ନେତା ବ୍ରଜମୋହନ ପ୍ରଧାନ , ଜଳେଶ୍ଵର ବିଡିଓ , ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରୁଥିଲେ। ବାଗପୁଞ୍ଜି ପୋଲ ନିକଟରେ ଛିଡ଼ା ହେଇଥିବା ବେଳେ ବାଗପୁଞ୍ଚି ଗ୍ରାମର ଦୁଇଜଣ ଯୁବକ ସାଂସଦ ଆଜି ଆସିଛନ୍ତି ୭ ଦୀନ ହେଲ ପୁରା ଗାଁ ପାଣି ଘେରରେ ଅଛନ୍ତି । ଲୋକଙ୍କୁ କୈଣସି ସରକାର ସହାୟତା ଦିଆ ଯାଉନାହିଁ ଆପଣ ରାସ୍ତା ଉପରେ ଛିଡ଼ା ହେଇ କାହିଁକି ବୁଲି ଯାଉଛନ୍ତି ବୋଲି ଅଭିଯୋଗ କରିଥିଲେ । ଜଦି ଦେଖିବାର ଅଛି ଲୋକଙ୍କ ସମସ୍ୟା ତେବେ ଗାଁ ଭିତରକୁ ପ୍ରବେଶ କରନ୍ତୁ ବୋଲି କହିଥିଲେ ଅଭିଯୋଗ ଶୁଣି ବିଜେପି ନେତା ବ୍ରଜମୋହନ ପ୍ରଧାନ ଉକ୍ଷୀପ୍ତ ହେଇ ନାଲି ଆଖି ଦେଖାଇ ଧକ୍କା ମାରି ଟାଣି ନେବା ସହିତ । ସାଂସଦ ପିଏ ଏମାନଙ୍କୁ ମାଡ଼ ଦରକାର ବୋଲି ଭିଡିଓ ରେ ଦେଖା ଯାଉଛି। ଏବଂ ବଗପୁଞ୍ଜି ଗ୍ରାମର କୋମଲ୍ ଲୋଚନ ପାତ୍ର ଙ୍କୁ ଧକ୍କା ମାରି ପିଟିବା ସହିତ ନାମ୍ପ ଫାଣ୍ଡିରେ ଅଟକ ରଖିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ବନ୍ୟା ପିଡ଼ିତ ସମସ୍ୟା ଜଣାଇଲେ କାହିଁକି ମାଡ଼ । ଲୋକେ ଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ ଏମିତି ଧକ୍କା ମାରିବା ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। Goutambuddha Das Ajit Kumar Sahoo Journalist Naveen Patnaik Dinabandhu Pradhan Mahadev Das Pradeep Kumar Panda Jyoti Prakash Panigrahi Er Kedar Dash Manas Ranjan Behera CMO Odisha Rajkishore Behera Rajesh Giri Janata darapana odisha
Basta, Balasore | Aug 18, 2026
ଏ ମହାପୁରୁଷ ମାନେ କିଏ, କାହିଁକି ମୁହଁ ଘୋଡାଇ ନିଆଁ ଯାଉଛି #dmbalasore #spbalasore #jalasore #balasore #Odisha #loteria #police #viralreels #viralreelschallenge #viralpost #reelsviral #reelsviralシ #reelschallenge #reelsinstagram
Basta, Balasore | Aug 18, 2026
#ବନ୍ଧା_ହେଲେ_ସୁପାରି_କିଲର । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଓକିଲକୁ ମାରାନ୍ତକ ଆକ୍ରମଣ ଘଟଣାରେ ୫ଜଣ କୁଖ୍ୟାତ ସୁପାରୀ କିଲର କୁ ଗିରଫ କରି କୋର୍ଟ ପଠାଇଲା ପୋଲିସ ମୁଖ୍ୟ ଆସାମୀ ସହିତ ୪ଜଣ ଫେରାର ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲେଶ୍ୱର ଅତିରିକ୍ତ sp ପରେଶ କୁମାର ରାଉତ। ସୂଚନା ଅନୁଯାୟୀ ଗତ ୧୦ତାରିଖ ଦିନ ସିଦ୍ଧାର୍ଥ ଦାସ ନାମକ ଓକିଲ ଜଳେଶ୍ୱର କୋର୍ଟରୁ ଅପରାହ୍ନ ସମୟରେ ଘରକୁ ଫେରୁଥିଲା ବେଳେ ଏକ ବାଇକରେ ୩ଜଣ ଦୃବୁତ ଆସି ଧାରୁଆ ଅସ୍ତ୍ରରେ ମାରାନ୍ତକ ଆକ୍ରମଣ କରିଥିଲେ, ସିଦ୍ଧାର୍ଥର କାନ୍ଧ ଓ ହତାରେ ଗଭୀର ଖାତ ହୋଇଥିଲା ବେଳେ ସେ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି, ତେବେ ଉକ୍ତ ଆକ୍ରମଣ ଘଟଣାରେ ୫ଜଣ ସୁପାରୀ କିଲରକୁ ପୋଲିସ ଆଜି ଗିରଫ କରି କୋର୍ଟ ପଠାଇ ଥିଲା ବେଳେ ସେମାନେ ଆକ୍ରମଣ ସମୟରେ ବ୍ୟବହାର କରିଥିବା ଧାରୁଆ ଅସ୍ତ୍ର ଓ ଦୁଇଟି ବାଇକ ଜବତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲେଶ୍ୱର ଅତିରିକ୍ତ ଏସପି ପରେଶ କୁମାର ରାଉତ,,ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ବେଳେ ମୁଖ୍ୟ ଆସାମୀ ସହିତ ଆଉ ୩ ଜଣ ଫେରାର ଥିବା ବେଳେ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି, ଆକ୍ରମଣ ପାଇଁ ୫ଲକ୍ଷ ଟଙ୍କା ଡିଲ ହୋଇଥିଲା ବେଳେ ୧ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି, ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ଏସଡିପିଓ ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ଜଳେଶ୍ୱର ଥାନା ଅଧିକାରୀ ଅଶୋକ ବାରିକ । #police #action #newsfeed #Arrest #PoliceAction #balasore #PressMeet #Jaleswar
Basta, Balasore | Aug 18, 2026
#ଖଟିଆରେ_ବୁହା_ହେଲେ_ପାଣିରେ_ବୁଡିଯାଇଥିବା_ବୃଦ୍ଧ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ର ଘଟଣା। #mahimatv #BASTA #balasore CMO Odisha Ajit Kumar Sahoo Journalist Goutambuddha Das Mahima TV Naveen Patnaik Rajkishore Behera Dinabandhu Pradhan Janata darapana odisha
Basta, Balasore | Aug 17, 2026
ଏ ମହାପୁରୁଷ ମାନେ କିଏ, କାହିଁକି ମୁହଁ ଘୋଡାଇ ନିଆଁ ଯାଉଛି #mahimatv... - Basta News