#ପୁଣି_ଥରେ_କାନ୍ଦିଲା_ସାତଭାୟା !
ଗଭୀର ଅବପାତ ପ୍ରଭାବରେ ସମୁଦ୍ର କୂଳ ଲଙ୍ଘି ପ୍ରାୟ ୨୦୦ ଫୁଟ ମାଡି ଆସିଛି। ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଛି ଆଉ କିଛି ବସତ। ପ୍ରଶାସନ ନିଦାବିଷ୍ଣୁ, ଲୋକେ ଭୟଭୀତ।
ଏ ଦୃଶ୍ୟ କେବଳ ସାତଭାୟାର ନୁହେଁ, ଏହା ଆମ କେନ୍ଦ୍ରାପଡ଼ାର ଭବିଷ୍ୟତର ଚିତ୍ର।
#Satabhaya #Kendrapara #SeaErosion #Odisha #ClimateChange
Bhubaneswar, Khordha | Sep 24, 2026