ମାହାଙ୍ଗା: ଖାଇବା ତେଲ ଓ କ୍ଷୀର ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ
ଯୁବ କଂଗ୍ରେସ ପକ୍ଷରୁ ବୁଧବାର ସନ୍ଧ୍ୟା ୫.୩୦ରେ ଶକ୍ତି ନଗର ସ୍ଥିତ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଦାବିପତ୍ର ପ୍ରଦାନ