ମାହାଙ୍ଗା: କୁଆଁପାଳ ସ୍ଥିତ ଗୋବରୀ ସେତୁର ନଦୀକୁ ଡେଇଁଲେ କଲେଜ ଛାତ୍ରୀ, ଉଦ୍ଧାର କଲେ ସ୍ଥାନୀୟ ଯୁବକ
ଜେ. ଏନ କଲେଜ ଯୁକ୍ତ ୩ରେ ପାଠ ପଢୁଥିବା ଛାତ୍ରୀ ଜଣଙ୍କୁ କଲେଜ ରୁ ଫେରିବା ବେଳେ ଅପରାହ୍ନ ୩.୩୦ ସମୟରେ ଗୋବରୀ ନଦୀକୁ ଡେଇଁ ପଡ଼ିଥିଲେ, କିଛି ଛାତ୍ର ଛାତ୍ରୀ ଏହା ଦେଖି ଚିତ୍କାର କରିବାରୁ ଜଳେଶ୍ୱରପୁର ର ଯୁବକ କ୍ଷିରୋଦ ଜେନା ଉଛୁଳା ନଦୀକୁ ଡେଇଁ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି