ସମ୍ବଲପୁର ମ୍ୟୁନିସିପାଲଟି: ଯୁଯୁମୁରା ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ ସ୍ଥିତ ବଡ଼ମାଲ ଡୁଙ୍ଗରିପଡାରେ ପୁଅ ମାଡ ଅଭିଯୋଗ,2 ଜଣ ବୁର୍ଲା ସ୍ଥାନାନ୍ତର
ଆଙ୍କର - ଯୁଯୁମୁରା ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ ସ୍ଥିତ ବଡ଼ମାଲ ଡୁଙ୍ଗରିପଡା ରେ ପୁଅ ମାଡ଼ରେ ଗୋଟିଏ ପରିବାର ର 4 ଜଣ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 4.30 ସମୟରେ ବିଶ୍ରାମ କାଣ୍ଡୁଲାନା କୌଣସି ଏକ କାରଣକୁ ନେଇ ତାଙ୍କ ମାଁ ଓ ବାପାଙ୍କ ସହ ଝଗଡା ଲାଗିଥିଲେ l ତେବେ ଏହି ଝଗଡା କୁ ଛଡାଇବା ପାଈଁ ଆସିଥିବା ବିଶ୍ରାମଙ୍କ ବଡବାପା ସୁଲେମାନ କାଣ୍ଡୁଲାନାଙ୍କୁ ଆକ୍ରମଣ କରିଥିଲା l ଏହାର ପ୍ରତିବାଦ କରିବାରୁ ବିଶ୍ରାମ ସମସ୍ତଙ୍କୁ ଏକ ବାଡ଼ି ସାହାଯ୍ୟରେ ମାଡ଼ ମାରି ଲହୁ ଲୁହାଣ କରି ଦେଇଥିଲା l ଘଟଣା ର ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍