ମାଥିଲି : କୋର୍ଟ ବେଞ୍ଚ କ୍ଲର୍କ ୫୦ ହଜାର ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ। ଜେଏମ୍ଏଫ୍ସି କୋର୍ଟର ଜଣେ ବେଞ୍ଚ କ୍ଲର୍କ ଅଚ୍ୟୁତ ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ।
#mathilinews #OdishaVigilance #malkangiri #Odisha #newodishatv
MV 79, Malkangiri | Sep 10, 2026