୮୦ ବର୍ଷର ବସତିକୁ ନୋଟିସ୍!
📍 ବାରିଣୀପୁଟ, କୋରାପୁଟ
ଉପର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପ, ଓ.ଏଚ.ପି.ସି. ସମ୍ପତ୍ତି ଖାଲି କରିବାକୁ ବାସିନ୍ଦାଙ୍କୁ ୧୫ ଦିନିଆ ନୋଟିସ୍। ଖାଲି ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ।
“ପ୍ରଥମେ ଥଇଥାନ, ତା’ପରେ ଜାଗା ଛାଡ଼ିବୁ”—ଦାବିରେ ଅଟଳ ୮୦ ବର୍ଷ ଧରି ବସବାସ କରୁଥିବା ଲୋକେ।
#bariniput #jayapur #koraput #upercolab #ohpc #JayapurNews #newodishatv #Odisha