#ନଭେମ୍ବର ୨୭ ରେ ଆରମ୍ଭ ହେବ ଲିଭିଂ ହେରିଟେଜ ଫେଷ୍ଟିଭାଲ-୨୦୨୬
ମୟୂରଭଞ୍ଜ ଜିଲ୍ଲାର ସମୃଦ୍ଧ ଐତିହ୍ୟ, ପାରମ୍ପରିକ କଳା, ସଂସ୍କୃତି ଓ ଲୋକ ଜୀବନକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ମୟୂରଭଞ୍ଜ ଲିଭିଂ ହେରିଟେଜ ଫେଷ୍ଟିଭାଲ-୨୦୨୬’ ବାରିପଦା ସ୍ଥିତ ବେଲଗଡ଼ିଆ ପ୍ୟାଲେସ ଠାରେ ଆୟୋଜିତ ହେବ। ବାଂଲାନାଟକ ଡଟ କମ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନ ସହଯୋଗ କରୁଥିବା ବେଳେ ବେଲଗଡ଼ିଆ ପ୍ୟାଲେସ ଭେନ୍ୟୁ ପାର୍ଟନର ରହିଛି।।।
#Mayurbhanj #baripada
Baripada Town, Mayurbhanj | Nov 21, 2026