#ବାରିପଦାରେ ଯୋଡି ହେବାକୁ ଯାଉଛି ଆଉ ଏକ ବିକାଶର ଅଧ୍ୟାୟ...
#ବାରିପଦାରେ ଗଡିବ ନୂତନ ଇଲେକ୍ଟ୍ରିକ୍ ଟାଉନ୍ ବସ୍.......
#ବାରିପଦା ସହରରେ ଏବେ ନୂତନ ଇଲେକ୍ଟ୍ରିକ୍ ଟାଉନ୍ ବସ୍ ଚାଲିବା ନେଇ ସଜବାଜ ହେଉଥିବା ଦେଖିବାକୁ ମିଳିଛି।
#ଯାହାକି ବାରିପଦାବାସୀ ଙ୍କ ଯାତାୟାତ ବ୍ୟବସ୍ଥାକୁ ଆହୁରି ସରସ,ସୁନ୍ଦର,ଆଉ ସୁବିଧାଜନକ କରାଇବା ସହିତ ପରିବେଶ ଅନୁକୂଳ କରିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ...
#Mayurbhanj