#ପୋଲିସ_ସାମ୍ନାରେ_ଏ_କି_ଦୃଶ୍ୟ! ଜଳେଶ୍ୱର ଅଞ୍ଚଳର ତିନି ଜଣ ଯୁବକ ରାଇବଣିଆ ଥାନା ଚମାରଗାଁ ଗ୍ରାମ ପଞ୍ଚାୟତ ଘୋଳେଇ ଠାରେ ଏକ କଲେଜ ପଢା ଛାତ୍ର ଘରକୁ ଯିବା ସମୟରେ ତାଙ୍କ ଠାରୁ ମୋବାଇଲ ଛିନ୍ତାଇ କରି ଚମ୍ପଟ ମାରୁଥିବା ସମୟରେ ଗ୍ରାମବାସୀ ମାନେ ଚୋରକୁ ଧରି ରାଇବଣିଆ ପୋଲିସ କୁ ଜିମା ଦେଲେ l Surajtv Brajamohan Pradhan CMO Odisha #chintai #raibania #police Collector & DM Balasore Dig Eastern Range Balasore Pratap Chandra Sarangi Prithiviraj Harichandan