Public App Logo
Profile Picture

Suratv

@surajtv
246Followers
0Following
Video 0
Video 1
<nis:link nis:type=tag nis:id=ଗ୍ରାମରେ_ଉତ୍ତେଜନା nis:value=ଗ୍ରାମରେ_ଉତ୍ତେଜନା nis:enabled=true nis:link/> 
<nis:link nis:type=tag nis:id=ବ୍ରାଉନ_ସୁଗର_ସହ_ଯୁବକକୁ_ଧରିଲେ_ଗ୍ରାମବାସୀ nis:value=ବ୍ରାଉନ_ସୁଗର_ସହ_ଯୁବକକୁ_ଧରିଲେ_ଗ୍ରାମବାସୀ nis:enabled=true nis:link/> ।
ବାଲିଆପାଳ ଅଞ୍ଚଳରେ ଏବଂ ବଢ଼ିଚାଲିଛି ବ୍ରାଉନ ସୁଗର ରାକେଟ । ଦୀର୍ଘ ଦିନ ଧରି ବେତଗଡିଆ ପଞ୍ଚାୟତରେ ଥିବା ନାରାୟଣପୁର ଅଞ୍ଚଳରେ ଦିନକୁ ଏହି ଧଳା ଜହରର ସାମ୍ରାଜ୍ୟ ବିସ୍ତାର ହୋଉଥିବାରୁ ଚିନ୍ତାରେ ଗ୍ରାମବାସୀ । ଆଜି ସକାଳେ ଜଣେ ସ୍ଥାନୀୟ ଯୁବକ ଜଣେ  ଧଳା ଜହର ନେଇ ଯାଉଥିବାର ସନ୍ଦେହ କରି ଯୁବକ ଧରିଥିଲେ ।
Video 3
Video 4
Video 5
Video 6
Video 7
Video 8
Video 9
Video 10
Video 11
Video 12
ଆସିଲା ଥାର ଗାଡିର ରହସ୍ୟ 
ହାତରେ ଲାଗିଲା ଆଉ ଏକ CCTV ର ଫ୍ରୁଟେଜ। ଯେଉଁଥିରେ ସ୍ପଷ୍ଟ ଭାବେ ଦେଖା ଯାଇଛି ଏକ କଳା ରଙ୍ଗର ଥାର ଯାଉଥିବାର ଦୂର୍ଷ୍ୟ। ଯାହା ତଦନ୍ତ ପାଇଁ ଆଉ ଟିକେ ସୁବିଧା ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି CCTV ଫ୍ରୁଟେଜ ଟି ଓଡିଶା ସୀମା ଦିଘାର S.T APPLE ହୋଟେଲର ବୋଲି ଜଣା ପଡିଛି। ତେବେ ଗାଡିଟି ବନ୍ୟଜୀବ ଉଦ୍ଧାର ହୋଇଥିବା ପୂର୍ବ ରାତି 22 ଟା 56 ରେ ଆସିଛି ବୋଲି ଜଣା ପଡିଛି। ଏପଟେ ଭୋଗରାଇ ବିଚିତ୍ରପୁର ନିକଟରେ 23 ଟା 35 ରେ ଗାଡିଟି ଯାଇଥିବା CC TV ରେ ଜଣା ପଡିଥିଲା। ଉଭୟ CCTV ଫ୍ରୁଟେଜର ସମୟ ଦେଖିବା ପରେ ଏବେ ଥାର ଟି ବେଙ୍ଗଲରୁ ଆସିଛି ବୋଲି ଅନୁମାନ କରାଯାଉଛି।
Video 14
Video 15
Video 16
A
ରୋଗୀ ନେଇ ଯାଉଥିବା ବେଳେ ଖରାପ ହୋଇଗଲା ଆମ୍ୱୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜଳଙ୍ଗ ଛକ ନିକଟରେ । ଖାଇରା ଥାନା ତୁରାଣୀପଦା ଗ୍ରାମର ଜଣେ ବ୍ୟକ୍ତି ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ।ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ୧୦୮ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ  ଜଳଙ୍ଗ ଛକ ନିକଟରେ ଆମ୍ବୁଲାନ୍ସର ଇଂଜିନରୁ ଧୂଆଁ ବାହାରିଥିଲା।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିବାର ସୂଚନା ମିଳିଛି ।
Video 19
Video 20
DM Kalahandi Surajtv Odia Surajtv Malvika Devi Pintu Swain
Video 22
‘ଅମୃତ ମାତୃପିତୃ ସେବା’, ଗରିବ ଓ ଅସହାୟଙ୍କୁ ବସ୍ତ୍ର ବଣ୍ଟନ
ପଶ୍ଚିମ ଓଡ଼ିଶାର ପବିତ୍ର ମହାନ ଗଣପର୍ବ ନୂଆଖାଇ ପୂର୍ବରୁ  ଆୟୋଜିତ ହୋଇଛି ଏକ ମହତ୍ତ୍ୱପୂର୍ଣ୍ଣ ସେବା କାର୍ଯ୍ୟକ୍ରମ। ‘କାରୁଣ୍ଡ ସେବା ସଂଗଠନ’ ଭବାନୀପାଟଣା ପକ୍ଷରୁ ‘ଅମୃତ ମାତୃପିତୃ ସେବା’ ନାମରେ ଗରିବ, ଅସହାୟ ବୃଦ୍ଧବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଶାଢ଼ୀ, ଧୋତି ଓ ଗାମୁଛା ବଣ୍ଟନ କରାଯାଇଛି।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଦଶପୁର ସ୍ଥିତ ଛତ୍ରପୁର ଆଶ୍ରମ ପରିସରରେ ଏହି ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।  
Surajtv Surajtv Odia DM Kalahandi Pintu Swain CMO Odisha Kanak Vardhan Singh Deo Malvika Devi <nis:link nis:type=tag nis:id=kalahandi nis:value=kalahandi nis:enabled=true nis:link/> <nis:link nis:type=tag nis:id=odisha nis:value=odisha nis:enabled=true nis:link/>
Video 24