ଟୁଲୁ ବାବୁଙ୍କ ନେତୃତ୍ଵରେ ନୂଆପଡ଼ା ଜିଲ୍ଲାର ଆଶାକର୍ମୀ ସଂଗଠନର ଆଶାକର୍ମୀମାନେ ମୃତକ ସବିତା ମାଝୀ ଗତ ୨.୧୦.୨୦୨୬ ଦିନରେ ଦେହାନ୍ତ ହୋଇଥିବାରୁ ଜିଲ୍ଲାର ବୋଡେନ ବ୍ଳକ ଅନ୍ତର୍ଗତ ମହରାଯୋର ଗ୍ରାମରେ ଯୋଗଦାନ କରି ଦେହାନ୍ତ ହୋଇଥିବା ଆଶାକର୍ମୀଙ୍କ ପରିବାର ବର୍ଗଙ୍କୁ ଭେଟି ନିରବ ପ୍ରାର୍ଥନା କରି ଶ୍ବାନତନା ଦେଇ ଆଶାକର୍ମୀ ସଂଗଠନ ତରଫରୁ ଆର୍ଥିକ ସହାୟତା ସହିତ ବସ୍ତ୍ର , ଚାଉଳ, ଡାଳି, ତେର, ଳୁଣ ଓ ପନିପରିବା ଇତ୍ୟାଦି ପରିବାର ବର୍ଗଙ୍କୁ ସଂଗଠନ ତରଫରୁ ଯୋଗାଇ ଦିଆଯାଇଥିଲା, ଏଥିରେ ଜିଲ୍ଲା ଆଶାକର୍ମୀ ସଂଗଠନର ସଭାନେତ୍ରୀ ସରସ୍ବତି ମାଝୀ, ସଂପାଦିକା ରୁକ୍ମଣୀ ମାଝୀ, କୋଷାଧ୍ୟକ୍ଷ ନିଳାବତୀ ନାୟକ, ଶଶିକଳା ବାଗ, ନିସାମଣୀ ହଂସ, କୁଶମଞଳି ମାଝୀ, ତୁଳସେ ନାଗ, ଧନମତି ମାଝୀ, ବିମଳା ଦୁରିଆ, ଯମୁନା ମାଝୀ, ଡାଳିମ୍ବ ତାଣ୍ଡି, କୁନ୍ତି ମାଝୀ ପ୍ରମୂଖ ଉପସ୍ଥିତ ଥିଲେ! ଏବଂ ମହରାଯୋର ଗ୍ରାମର ଜଣେ ଉତ୍ତମ ଆଶାକର୍ମୀ ଥିବାରୁ ଦେହାନ୍ତ ପରେ ସେହି ଗ୍ରାମରେ ଶୋକରେ ଛାୟା ଖେଳିଯାଇଥିଲା.
Surajtv #nuapada Collectorate Nuapada #ashakarmi #odishanews #sahayata #boden #block #odisha