ଲଖନପୁର: ଝାରସୁଗୁଡ଼ା: କୋଲାବିରାରେ ଆୟୋଜିତ ହେଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମହୋତ୍ସବ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମହୋତ୍ସବ ଅନୁଷ୍ଠିତ। ଚାଷୀଙ୍କ ଆୟ ବୃଦ୍ଧି, ସରକାରୀ ଯୋଜନା ଓ ଯୁବପିଢ଼ିଙ୍କ ପାଇଁ ରୋଜଗାର ସୁଯୋଗ ଉପରେ ଦିଆଗଲା ଗୁରୁତ୍ୱ। ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଚାଷୀଙ୍କୁ କଲେ ଉତ୍ସାହିତ।