ଲଖନପୁର: ବ୍ରଜରାଜନଗର: ଲକ୍ଷାଧିକ ଟଙ୍କାର ଶୌଚାଳୟରେ ତାଲା, ଅସୁବିଧାରେ ସାଧାରଣ ଜନତା
ବ୍ରଜରାଜନଗର ଗୋଲେଇ ଛକରେ ଥିବା ସାର୍ବଜନୀନ ଶୌଚାଳୟରେ ତାଲା ଝୁଲିବାରୁ ସାଧାରଣ ଲୋକେ ହନ୍ତସନ୍ତ। ଲକ୍ଷାଧିକ ଟଙ୍କା ବ୍ୟୟ ସତ୍ତ୍ୱେ ଶୌଚାଳୟଟି ବନ୍ଦ ରହିଥିବାରୁ ପୌରପାଳିକା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ। #brajrajnagar #jharsuguda #publictoilet #newsupdate