ଲଖନପୁର: କୋଲାବିରାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମହୋତ୍ସବ: ଚାଷୀଙ୍କ ଆୟ ବୃଦ୍ଧି ଓ ରୋଜଗାର ଉପରେ ଗୁରୁତ୍ୱ
ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମହୋତ୍ସବ। ଏହି ମେଳାରେ ଚାଷୀଙ୍କ ଆୟ ବୃଦ୍ଧି, ସରକାରୀ ଯୋଜନା ଓ ଯୁବପିଢ଼ିଙ୍କ ପାଇଁ ରୋଜଗାର ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି।