ବାରିପଦା ସଦର: ଇପିଏଫ୍ ପେନ୍ସନଭୋଗୀଙ୍କ ଦାବି: ପେନ୍ସନ 9 ହଜାର ଟଙ୍କା କରିବାକୁ ଦାବି
ଇପିଏଫ୍ ପେନ୍ସନଭୋଗୀଙ୍କ ଦାବି ଦିବସ। ମାସିକ ପେନ୍ସନ 1 ହଜାରରୁ 9 ହଜାର ଟଙ୍କାକୁ ବୃଦ୍ଧି, ଡିଏ ପ୍ରଦାନ ଏବଂ ଆୟୁଷ୍ମାନ ଭାରତରେ ସାମିଲ କରିବା ପାଇଁ ଦାବି। ମୟୂରଭଞ୍ଜରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ।