ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଖଡଖାଇ ନଦୀ କୂଳରେ ପାଳିତ ହେଲା ପବିତ୍ର ଛଟ୍ ପୂଜା। ଓଡ଼ିଆ ଓ ବିହାରୀ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମାନେ ମିଳିତ ଭାବେ ଅସ୍ତଗାମୀ ଓ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ପୂଜା ସମ୍ପନ୍ନ କରିଛନ୍ତି।