SMS News Bureau Rourkela
ବିଜୟୀ ଟିମ୍ କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା।
ଅଲ ଓଡିଶା CHSE Under 19 ଫୁଟବଲ ପ୍ରତିଯୋଗିତା ରେ ନୀଳଶୈଳ ମହାବିଦ୍ୟାଳୟ କିସ ଭୁବନେଶ୍ୱର କୁ ହରାଇ ଚମ୍ପିୟାନ ହୋଇଥିଲେ। ବିଜୟୀ ଖେଳାଳୀ ମାନଙ୍କନୁ କଲେଜ ୟୁନିଅନ ତରଫରୁ ସମ୍ବର୍ଦ୍ଧନା ଦିଆଗଲା। ଏହି ସମ୍ବର୍ଦ୍ଧନା ଉତ୍ସବ ରେ କଲେଜ ଅଧକ୍ଷ ଶ୍ରୀକାନ୍ତ କୁମାର ଷଢଙ୍ଗୀ, ଖେଳ ଶିକ୍ଷକ ସୁଶାନ୍ତ ଶତପଥୀ, ଭି.ପି ଅଥଲେଟିକ ସୋସାଇଟି ପ୍ରିୟଙ୍କା ପୂର୍ତ୍ତି, ଙ୍କ ସହ କଲେଜ ର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଟିମ କ୍ୟାପ୍ଟିନ ବିକାଶ ଖାକା, ଟିମ କୋଚ ତୁଷାର ମହାନ୍ତି, ସମାଜ ସେବି ଜିତା ଓରାମ, ବିଜୁଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା, ଯୁବ ନେତା ସାଗର ଜେନା, ଦିଲୀପ ଲେହରି, ଦେବ କେରକେଟା, କଲେଜ ୟୁନିଅନ ସଭାପତି ଦୀନେଶ ଧନୱାର, ଉପ- ସଭାପତି ବିନ୍ଦୁ କୁଜୁର, ସାଧାରଣ ସମ୍ପାଦକ ସାଗର ପ୍ରଧାନ, ବିଜ୍ଞାନ ସମ୍ପାଦକ ତେଜସ୍ୱିନୀ ଦାଶ, କାଳା ସମ୍ପାଦକ ଶ୍ରାବଣୀ ରାଉତ, ଲଷ୍ମୀ ମୁଣ୍ଡାରୀ, ବିକାଶ ସୁଲି, ଦିବ୍ୟା ଲାକ୍ରା, ସୁଶାନ୍ତ ମୁଣ୍ଡା ଙ୍କ ସହିତ କଲେଜ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବିଜୟର ଉତ୍ସବ ପାଳନ କରିଥିଲେ।