ଆଜି ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଙ୍କ ଦ୍ୱାରା ବିଧାନସଭା ର ପ୍ରଶ୍ନକାଳ ସମୟରେ ତାଳଚେର ଟ୍ରକ ମାଲିକମାନେ କିଭଳି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତା ଉପରେ ପ୍ରଶ୍ନ ପଚାରିଥିଲେ ଓ ଏହାର ସ୍ଥାୟୀ ସମାଧାନ ପାଇଁ ନିବେଦନ କରିଥିଲେ ଓ ଜିଲ୍ଲାପାଳ ଙ୍କ ମନମୁଖୀ ବାରମ୍ବାର ବନ୍ଦ ନୋଏଣ୍ଟ୍ରି ଲଗେଇବା କୁ ନେଇ ନିବୃତ ରୁହନ୍ତୁ ବୋଲି କହିଥିଲେ#ତାଳଚେର#ଅନୁଗୋଳ#damanbanilive