ହାଣ୍ଡିଧୂଆଁ ତେଲିସାହିରେ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ରାସ ଉତ୍ସବ ଅନୁଷ୍ଠିତ। ଏହି ଅବସରରେ ଅଞ୍ଚଳର ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ। #Talcher #angulexpress #angul