୭ ଏକର ଜମିରେ ନିଶା ଚାଷର ବଡ଼ ଆଡ୍ଡା! ଗୋଟିଏ ଦିନରେ ନଷ୍ଟ ହେଲା ୬,୬୮୮ ଗଞ୍ଜେଇ ଗଛ। ମାଟିଗାଡ଼ିଆରେ ଅବକାରୀ ବିଭାଗର ମେଗା ଅପରେସନ୍। ହେଲେ ଏହି ବେଆଇନ ଚାଷ ପଛରେ କିଏ? #AngulNews #OdishaNews #JarapadaNews #GanjaCultivation #6688GanjaPlants #7Acres #ExciseRaid #IllegalCultivation #DrugFreeOdisha #OdishaBreakingNews #BreakingNews #anugolaonline