Public App Logo
Profile Picture

Daman TV Live

@damantv
269Followers
0Following
Video 0
JBR ହସ୍ପିଟାଲ ତରଫରୁ ହୋଇନାହିଁ କୋଣସି ଦୁର୍ନୀତି ଜଗନ୍ନାଥ ପ୍ରଧାନ(Coordinator)JBR HOSPITAL<nis:link nis:type=tag nis:id=talcher#anugola#damanbanilive nis:value=talcher#anugola#damanbanilive nis:enabled=true nis:link/>
ଲଙ୍କାଗୁଣ୍ଡ ଫିଙ୍ଗି ଲୁଟ କରୁଥିବା ୪ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ତାଳଚେର ପୋଲିସ<nis:link nis:type=tag nis:id=talcher#anugola#damanbanilive nis:value=talcher#anugola#damanbanilive nis:enabled=true nis:link/>
ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାରାମେଡିକାଲ୍ ଷ୍ଟାଫ୍ ବଦଳି ବନ୍ଦ 
ବହୁଦିନର ସମସ୍ୟାର ହେଲା ସମାଧାନ
DAMAN BANI LIVE<nis:link nis:type=tag nis:id=breaking nis:value=BREAKING nis:enabled=true nis:link/> NEWS<nis:link nis:type=tag nis:id=talcher nis:value=TALCHER nis:enabled=true nis:link/>
Video 4
‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’ର ଅଂଶସ୍ୱରୂପ, ଅନୁଗୋଳ ଏସ୍‌ପି ଙ୍କ ତତ୍ତ୍ୱାବଧାନରେ ଅନୁଗୋଳସ୍ଥିତ ନାଲକୋ ଇନସିନେରେଟର ଠାରେ ୮୦୦ କିଲୋଗ୍ରାମରୁ ଅଧିକ ଜବତ ହୋଇଥିବା ଗଞ୍ଜେଇ ନଷ୍ଟ କରାଯାଇଛି ଯାହାର ମୂଲ୍ୟ ପ୍ରାୟ 80 ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ବୋଲି ଅନୁମାନ କରାଯାଉଛି 

<nis:link nis:type=tag nis:id=nashamuktodishaabhiyaan nis:value=NashaMuktOdishaAbhiyaan nis:enabled=true nis:link/> <nis:link nis:type=tag nis:id=anugolapolice nis:value=AnugolaPolice nis:enabled=true nis:link/> <nis:link nis:type=tag nis:id=drugfreeodisha nis:value=DrugFreeOdisha nis:enabled=true nis:link/> <nis:link nis:type=tag nis:id=saynotodrugs nis:value=SayNoToDrugs nis:enabled=true nis:link/> <nis:link nis:type=tag nis:id=nashamuktbharat nis:value=NashaMuktBharat nis:enabled=true nis:link/> <nis:link nis:type=tag nis:id=damanbanilive nis:value=DamanBaniLive nis:enabled=true nis:link/>
ରୋଗୀ ମାନଙ୍କଠୁ ସେବା ନାଁରେ କାର୍ଡରୁ ଟଙ୍କା ଲୁଟିବାରେ ମାହିର ତାଳଚେରରେ ଥିବା JBR ହସ୍ପିଟାଲ <nis:link nis:type=tag nis:id=ତାଳଚେର#ଅନୁଗୋଳ#damanbanilive nis:value=ତାଳଚେର#ଅନୁଗୋଳ#DamanBanilive nis:enabled=true nis:link/>
ତାଳଚେର JBR ହସ୍ପିଟାଲ ଯିଏ ଗଲା ତାଠାରୁ ସ୍ୱାସ୍ଥ୍ୟ ସେବା ନାଁରେ କାର୍ଡ ରୁ ଟଙ୍କା ଲୁଟି ଥାଏ ତାଳଚେର ରେ ଥିବା ଏହି JBR  ହସ୍ପିଟାଲ ପ୍ରଶାସନ କୁ ଅନୁରୋଧ ମେଡିକାଲ ଯାଞ୍ଚ ହେଉ<nis:link nis:type=tag nis:id=ତାଳଚେର#ଅନୁଗୋଳ#damanbanilive nis:value=ତାଳଚେର#ଅନୁଗୋଳ#damanbanilive nis:enabled=true nis:link/>
ଅନୁଗୋଳ ରେ ​"୭୨ତମ ବନ୍ୟପ୍ରାଣୀ ସପ୍ତାହ"ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ<nis:link nis:type=tag nis:id=ଅନୁଗୋଳ#damanbanilive nis:value=ଅନୁଗୋଳ#damanbanilive nis:enabled=true nis:link/>
ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ଜନସେବାକେନ୍ଦ୍ରମାଲିକ ମୃତ
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପୋଷି ଖୁଣ୍ଟାପଡ଼ା ରାସ୍ତା ହନୁମାନ ଛକ ନିକଟରେ ଗୁଳିକାଣ୍ଡ,  ଦୁର୍ବୁତ୍ତ ଙ୍କ ଗୁଳି ମାଡରେ ଜନସେବା କେନ୍ଦ୍ର ବ୍ୟବସାୟୀ ଖଜିରାପଶି ଗ୍ରାମ ର  ତ୍ରିଲୋଚନ ମହାନ୍ତ ଙ୍କ ମୃତ୍ୟୁ ହୋଇଛି  | ଘଟଣା ସ୍ଥଳରେ ପାଟଣା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି<nis:link nis:type=tag nis:id=odisha nis:value=odisha nis:enabled=true nis:link/> <nis:link nis:type=tag nis:id=keonjhar nis:value=Keonjhar nis:enabled=true nis:link/> <nis:link nis:type=tag nis:id=murder nis:value=murder nis:enabled=true nis:link/> <nis:link nis:type=tag nis:id=death nis:value=death nis:enabled=true nis:link/> <nis:link nis:type=tag nis:id=damanbanilive nis:value=damanbanilive nis:enabled=true nis:link/>
ଆଉ ହେଉଛି ଲୋଟିବା ସରକାର- ବିଜେଡି ନେତା ବବି ଦାସ<nis:link nis:type=tag nis:id=damanbani nis:value=DamanBani nis:enabled=true nis:link/>
ଶେଷରେ ୧୪୯ନମ୍ବର ରାଜପଥ ପାଇଁ ପାଠ ପଢ଼ାରେ ଅସୁବିଧା ହେବାରୁ ରାଜରାସ୍ତାରେ ଛାତ୍ରଛାତ୍ରୀ ବାହାରେ ପ୍ରଶାସନ<nis:link nis:type=tag nis:id=ତାଳଚେର#ଅନୁଗୁଳ#damanbani nis:value=ତାଳଚେର#ଅନୁଗୁଳ#DamanBani nis:enabled=true nis:link/>
Video 12
ପ୍ରେମରେ ବାଧା ହେବାରୁ ସ୍ୱାମୀକୁ ପ୍ରେମକ ସହ ମିଶି ଜୀବନରୁ ମାରିଦେଲା ସ୍ତ୍ରୀ<nis:link nis:type=tag nis:id=ତାଳଚେର#ଅନୁଗୋଳ#damanbani nis:value=ତାଳଚେର#ଅନୁଗୋଳ#DamanBani nis:enabled=true nis:link/>
ନିଜ ପରକୀୟା ପ୍ରୀତି ପାଇଁ ନିଜ ସ୍ଵାମୀକୁ ପ୍ରେମିକ ସହ ମିଶି ଜୀବନରୁ ମାରିଦେଲା ସ୍ତ୍ରୀ <nis:link nis:type=tag nis:id=ତାଳଚେର#ଅନୁଗୋଳ#damanbani nis:value=ତାଳଚେର#ଅନୁଗୋଳ#DamanBani nis:enabled=true nis:link/>
ହିନ୍ଦ ମଜଦୁର ସଭାର ୧୫ତମ ରାଜ୍ୟ ସମ୍ମିଳନୀ ଉଦଯାପିତ!ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର ଦାବି
ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ<nis:link nis:type=tag nis:id=ତାଳଚେର#ଅନୁଗୋଳ#damanbani nis:value=ତାଳଚେର#ଅନୁଗୋଳ#DamanBani nis:enabled=true nis:link/>
କଣିହାଁ ଏମସିଏଲ ରେ ଆନ୍ଦୋଳନ ଯୋଗୁଁ ରାସନ ଓ ପାଣି ବନ୍ଦ ଅଭିଯୋଗ ଆଣିଲେ A&A କମ୍ପାନୀ କର୍ମଚାରୀ<nis:link nis:type=tag nis:id=କଣିହାଁ#ଅନୁଗୋଳ#damanbani nis:value=କଣିହାଁ#ଅନୁଗୋଳ#DamanBani nis:enabled=true nis:link/>
୧୪୯ ନମ୍ବର ଜାତୀୟ ରାଜପଥର ମରାମତି ପାଇଁ ୫ଦଫା ଦାବୀ ନେଇ ଧାରଣାରେ ବସିଲେ ପୂର୍ବତନ ସାଂସଦ ମହେଶ ସାହୁ<nis:link nis:type=tag nis:id=ତାଳଚେର#ଅନୁଗୋଳ#damanbani nis:value=ତାଳଚେର#ଅନୁଗୋଳ#DamanBani nis:enabled=true nis:link/>
ତାଳଚେରରେ ହିନ୍ଦ ମଜଦୁର ସଭାର ପ୍ରସ୍ତୁତି ବୈଠକ!
ଆସନ୍ତାକାଲି ନିର୍ବାଚନ ପ୍ରକ୍ରିୟାପ୍ରସ୍ତୁତି ନେଇ ଆଲୋଚନା<nis:link nis:type=tag nis:id=talcher#anguloa#damanbani nis:value=talcher#anguloa#DamanBani nis:enabled=true nis:link/>
ଓଡିଶା ପ୍ରସିଦ୍ଧ ତାଳଚେର ର ଗଣପର୍ବ ପ୍ରଭୁ ଗଜାନନ ଆଜି ହେଉଛି ଭଷାଣୀ କାର୍ଯ୍ୟକ୍ରମ<nis:link nis:type=tag nis:id=ତାଳଚେର#ଅନୁଗୋଳ#damanbani nis:value=ତାଳଚେର#ଅନୁଗୋଳ#DamanBani nis:enabled=true nis:link/>
୪ ଟନ୍‌ର ବିରାଟ ଲଡୁ ନିଲା
 ୧୭ ଲକ୍ଷ ଟଙ୍କାରେ ଡାଇମଣ୍ଡ ଗ୍ରୁପ୍ ନେଲା ଆଜ୍ଞାମାଳ ଓ  ଲଡୁ<nis:link nis:type=tag nis:id=ତାଳଚେର#ଅନୁଗୋଳ#damanbani nis:value=ତାଳଚେର#ଅନୁଗୋଳ#DamanBani nis:enabled=true nis:link/>
କାନିରେ ଗଣ୍ଠି ପଡିଲା ତମ ନିଦ ହଜେଇଦେବୁ ଇସ୍ତଫା ଦବା ଯାକେ<nis:link nis:type=tag nis:id=damanbani nis:value=damanbani nis:enabled=true nis:link/>
ତାଳଚେର ବଡ଼ ଧୁମଧାମ ରେ ଚାଲିଛି ପ୍ରଭୁ ଗଜାନନଙ୍କ ପୂଜା<nis:link nis:type=tag nis:id=ତାଳଚେର#ଅନୁଗୋଳ#damanbani nis:value=ତାଳଚେର#ଅନୁଗୋଳ#DamanBani nis:enabled=true nis:link/>
ଛାତ ଉପରୁ ସୁଧୀରଙ୍କ ମୃତଦେହ ଉଦ୍ଧାର, ପରକ୍ରିୟା ପ୍ରୀତିରେ ପଡ଼ି ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ<nis:link nis:type=tag nis:id=ତାଳଚେର#ଅନୁଗୋଳ#damanbani nis:value=ତାଳଚେର#ଅନୁଗୋଳ#DamanBani nis:enabled=true nis:link/>
ଟ୍ରକ୍ ଚାପାରେ ୨ ମୃତ!
କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଧ୍ରୁପଦା ଅଞ୍ଚଳରେ ଦୁର୍ଘଟଣା
 ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ<nis:link nis:type=tag nis:id=daman nis:value=Daman nis:enabled=true nis:link/> Bani