Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Lucknow

ବୌଦ୍ଧ ସଦର: ଅଖିଳବିଶ୍ୱ ଗାୟତ୍ରୀ ପରିବାର ବୌଦ୍ଧ ପକ୍ଷରୁ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ୧୦୮କୁଣ୍ଡିୟ ଯଜ୍ଞରେ ଉପସ୍ଥିତ ପାଇଁ @

ଆଜି ମଧ୍ୟାନ୍ହ ପାଖପାଖି ୧୨.୩୦ସମୟରେ, ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ବୌଦ୍ଧ ପକ୍ଷରୁ, ଗାୟତ୍ରୀ ପରିବାରର ଜିଲ୍ଲା ସଂଯୋଜୋକ ଅଶ୍ୱନି କୁମାର ପ୍ରଧାନ ଓ ଜିଲ୍ଲା ଯଜ୍ଞ ସଂଯୋଜକ ହୃଦାନନ୍ଧ ମେହେରଙ୍କ ଦ୍ୱରା ଆଗାମୀ ଡିସେମ୍ବର ୨୫ତାରିଖ ଗ୍ରୁବାର ଠାରୁ ୨୮ତାରିଖ ରବିବାର ପଯ୍ୟନ୍ତ ହେବାକୁ ଥିବା l ରାଷ୍ଟ୍ରୀୟ ସୋର୍ଯ୍ୟ ସମୃଦ୍ଧି ପାଇଁ ୧୦୮ କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ, ମାଉଲସିଙ୍ଗା ହାଇସ୍କୁଲ, ବୁଟୁପାଲି, ବୌଦ୍ଧ ଠାରେ ଅନୁଷ୍ଠିତ ହେଉଥିଲା ନେଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରିତ କରିଛନ୍ତି l

MORE NEWS

ଢାପ-ମହୁରୀ ତାଳେ ତାଳେ ଅସ୍ତ୍ରଶସ୍ତ୍ର ଧରି ନାଚିଲେ ଆଦିବାସୀ, ପାଳନ ହେଲା "ବିଶ୍ୱ ଆଦିବାସୀ ଦିବସ"! 
​ବୌଦ୍ଧ ଜିଲ୍ଲା ବେହେରାପଡ଼ାଠାରେ "ଆରିମୂଳ ପ୍ରଗଣା ଆଦିବାସୀ ସଂଘ" ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି ବିଶ୍ୱ ଆଦିବାସୀ ଦିବସ।
​ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଆଦିବାସୀ ସଂସ୍କୃତିର ପ୍ରତୀକ ଅସ୍ତ୍ରଶସ୍ତ୍ର, ଧନୁ-ଶର, ଟାଙ୍ଗିଆ ଓ ବାଡ଼ି ପୂଜାର୍ଚ୍ଚନା କରାଯିବା ସହ ଢୋଲ, ମାଦଳ, ମହୁରୀର ତାଳେ ତାଳେ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ନିଜର ଜଳ, ଜଙ୍ଗଲ, ଜମି ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ପାଇଁ ଆଦିବାସୀ ଭାଇଭଉଣୀମାନେ ଏକତ୍ରିତ ହୋଇ ଉତ୍ସବ ପାଳନ କରିଛନ୍ତି।
​#WorldTribalDay #WorldIndigenousPeoplesDay #Boudh #BoudhNews #AdivasiCulture #OdishaCulture #TraditionalDance #WorldAdivasiDay #BoudhDiaries

ଢାପ-ମହୁରୀ ତାଳେ ତାଳେ ଅସ୍ତ୍ରଶସ୍ତ୍ର ଧରି ନାଚିଲେ ଆଦିବାସୀ, ପାଳନ ହେଲା "ବିଶ୍ୱ ଆଦିବାସୀ ଦିବସ"! ​ବୌଦ୍ଧ ଜିଲ୍ଲା ବେହେରାପଡ଼ାଠାରେ "ଆରିମୂଳ ପ୍ରଗଣା ଆଦିବାସୀ ସଂଘ" ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି ବିଶ୍ୱ ଆଦିବାସୀ ଦିବସ। ​ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଆଦିବାସୀ ସଂସ୍କୃତିର ପ୍ରତୀକ ଅସ୍ତ୍ରଶସ୍ତ୍ର, ଧନୁ-ଶର, ଟାଙ୍ଗିଆ ଓ ବାଡ଼ି ପୂଜାର୍ଚ୍ଚନା କରାଯିବା ସହ ଢୋଲ, ମାଦଳ, ମହୁରୀର ତାଳେ ତାଳେ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ନିଜର ଜଳ, ଜଙ୍ଗଲ, ଜମି ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ପାଇଁ ଆଦିବାସୀ ଭାଇଭଉଣୀମାନେ ଏକତ୍ରିତ ହୋଇ ଉତ୍ସବ ପାଳନ କରିଛନ୍ତି। ​#WorldTribalDay #WorldIndigenousPeoplesDay #Boudh #BoudhNews #AdivasiCulture #OdishaCulture #TraditionalDance #WorldAdivasiDay #BoudhDiaries

Baudh Sadar, Boudh (Bauda) | Aug 9, 2026

ଗାଈ ଗୁହାଳ’ ଯୋଜନାରେ ଲାଞ୍ଚ ଅଭିଯୋଗ!
ବିଲ୍ ପାସ୍ ପାଇଁ ୧୦ ହଜାର ଟଙ୍କା ଦାବି?
​କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ପଞ୍ଚାୟତ କପାସିରା ଗ୍ରାମରେ ‘ମୋ ଗାଈ ଗୁହାଳ’ ଯୋଜନାରେ ଅନିୟମିତତା ଓ ଲାଞ୍ଚ ଦାବିର ଗୁରୁତର ଅଭିଯୋଗ।
• ହିତାଧିକାରୀ କପାସିରା ଗ୍ରାମର କଲ୍ପନିଧି ପ୍ରଧାନ।
କରଜ କରି ଗୁହାଳ ନିର୍ମାଣ ସାରିଥିଲେ ବି ବହୁ ମାସ ହେଲା ମିଳୁନି ସରକାରୀ ବିଲ୍। ବିଲ୍ କରାଇବା ପାଇଁ ମନମୁଣ୍ଡା ସରପଞ୍ଚ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିବା ନେଇ ହିତାଧିକାରୀ ଅଭିଯୋଗ ଆଣିଛନ୍ତି।
 ଲାଞ୍ଚ ନଦେବାରୁ ବିଲ୍ ପାସ୍ ନହୋଇ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ। ଏହି ଅଭିଯୋଗର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ହିତାଧିକାରୀଙ୍କୁ ତାଙ୍କର ପ୍ରାପ୍ୟ ବିଲ୍ ପ୍ରଦାନ କରାଯାଉ। ଏହି ଅଭିଯୋଗ ସମ୍ପର୍କରେ ସରପଞ୍ଚ କିମ୍ବା ବ୍ଲକ ପ୍ରଶାସନର କୌଣସି ପ୍ରତିକ୍ରିୟା ଏଯାଏଁ ମିଳିପାରି ନାହିଁ। 
​#Kantamal #Boudh #Manamunda #MoGaiGuhala #OdishaNews #CorruptionAllegation #BoudhNews

ଗାଈ ଗୁହାଳ’ ଯୋଜନାରେ ଲାଞ୍ଚ ଅଭିଯୋଗ! ବିଲ୍ ପାସ୍ ପାଇଁ ୧୦ ହଜାର ଟଙ୍କା ଦାବି? ​କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ପଞ୍ଚାୟତ କପାସିରା ଗ୍ରାମରେ ‘ମୋ ଗାଈ ଗୁହାଳ’ ଯୋଜନାରେ ଅନିୟମିତତା ଓ ଲାଞ୍ଚ ଦାବିର ଗୁରୁତର ଅଭିଯୋଗ। • ହିତାଧିକାରୀ କପାସିରା ଗ୍ରାମର କଲ୍ପନିଧି ପ୍ରଧାନ। କରଜ କରି ଗୁହାଳ ନିର୍ମାଣ ସାରିଥିଲେ ବି ବହୁ ମାସ ହେଲା ମିଳୁନି ସରକାରୀ ବିଲ୍। ବିଲ୍ କରାଇବା ପାଇଁ ମନମୁଣ୍ଡା ସରପଞ୍ଚ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିବା ନେଇ ହିତାଧିକାରୀ ଅଭିଯୋଗ ଆଣିଛନ୍ତି। ଲାଞ୍ଚ ନଦେବାରୁ ବିଲ୍ ପାସ୍ ନହୋଇ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ। ଏହି ଅଭିଯୋଗର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ହିତାଧିକାରୀଙ୍କୁ ତାଙ୍କର ପ୍ରାପ୍ୟ ବିଲ୍ ପ୍ରଦାନ କରାଯାଉ। ଏହି ଅଭିଯୋଗ ସମ୍ପର୍କରେ ସରପଞ୍ଚ କିମ୍ବା ବ୍ଲକ ପ୍ରଶାସନର କୌଣସି ପ୍ରତିକ୍ରିୟା ଏଯାଏଁ ମିଳିପାରି ନାହିଁ। ​#Kantamal #Boudh #Manamunda #MoGaiGuhala #OdishaNews #CorruptionAllegation #BoudhNews

Baudh Sadar, Boudh (Bauda) | Aug 9, 2026

ବୋଲବମ୍ ଭକ୍ତଙ୍କ ପାଇଁ ଟିଫିନ୍ ବାଣ୍ଟିଲେ ନୁଆଁପାଲି ଗ୍ରାମର ଯୁବକ ସଂଘ

ବୋଲବମ୍ ଭକ୍ତଙ୍କ ପାଇଁ ଟିଫିନ୍ ବାଣ୍ଟିଲେ ନୁଆଁପାଲି ଗ୍ରାମର ଯୁବକ ସଂଘ

Baudh Sadar, Boudh (Bauda) | Aug 9, 2026