ରାୟଗଡା: ରାୟଗଡ଼ ବ୍ଲକରେ ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ଜାରି, ସତର୍କ ରହିବାକୁ ପରାମର୍ଶ
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ବାତ୍ୟା କ୍ଷୟକ୍ଷତି ପରେ ମରାମତି କାର୍ଯ୍ୟ ଜାରି। କଇଁପୁର-ଦେଉଳା-ଗଙ୍ଗାବାଡ଼ ରାସ୍ତାରେ ଭୂସ୍ଖଳନ ଆଶଙ୍କା ଥିବାରୁ ସତର୍କ ରହିବାକୁ ପ୍ରଶାସନର ପରାମର୍ଶ। ବିଭିନ୍ନ ଅଞ୍ଚଳରେ ନଳକୂପ ବିଶୋଧନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।