ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ପାଳିତ ହେଲା ଇନ୍ଦିରା ଗାନ୍ଧୀଙ୍କ 42ତମ ମହାପ୍ରୟାଣ ଦିବସ
ପାରଳାଖେମୁଣ୍ଡି କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ 42ତମ ମହାପ୍ରୟାଣ ଦିବସ ପାଳିତ ହୋଇଛି। କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଆଦର୍ଶ ଉପରେ ଆଲୋଚନା କରିଛନ୍ତି।