ପାରଳାଖେମୁଣ୍ଡି: ଗଜପତି: ବାତ୍ୟା ପରେ ଉଦ୍ଧାର ହେଲେ ୩ ଅସହାୟ ଶିଶୁ, ବାଳାଶ୍ରମରେ ହେଲେ ଥଇଥାନ
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗୋଠେଇ ଗ୍ରାମରେ ବାତ୍ୟା ପରେ ଦୟନୀୟ ଅବସ୍ଥାରେ ଥିବା ୩ ଶିଶୁଙ୍କୁ ଉଦ୍ଧାର କଲା ପ୍ରଶାସନ। ପିତାମାତାଙ୍କ ବିୟୋଗ ପରେ ଶିଶୁମାନଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଛି।